ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

ଆକର୍ଷଣୀୟ ପୁରସ୍କାର ଆପଣଙ୍କୁ ଅପେକ୍ଷା କରିଛି!


ଆପଣଙ୍କ କୁନି ପିଲା ଜିତିଥିବା ଏକ ଅବସର ଟ୍ରିପରେ ଯିବାକୁ ଆପଣଙ୍କୁ କେମିତି ଲାଗିବ?

ଖୁବ୍ ଭଲ ଶୁଭୁଛି ! ନୁହେଁ କି? ପିଲାକୁ ଚିତ୍ର ଆଙ୍କିବା ପାଇଁ ସୁଯୋଗ ଦେଇ ଆପଣ ଆପଣଙ୍କର ସର୍ବକାଳୀନ ପ୍ରିୟ ସ୍ଥାନ ‘ଭଗବାନଙ୍କର ନିଜର ଦେଶ କେରଳ’କୁ 5 ରାତିର ଏକ ଟ୍ରିପ୍ ଜିତିବାର ସୁଯୋଗ ପାଇପାରିବେ ।  

କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ ଆୟୋଜିତ ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା ସମସ୍ତ ଭାଗ୍ୟଶାଳୀ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର ଦେବ ।

ପୁରସ୍କାରଗୁଡ଼ିକୁ 5 ଟି ଶ୍ରେଣୀରେ ବିଭକ୍ତ କରାଯାଇଛି:

ବିଶ୍ୱର ଯେକୌଣସି କୋଣରୁ କେରଳକୁ ଏକ ଟ୍ରିପ୍!

10 ବିଜେତା

ସାରା ବିଶ୍ୱର 10 ଜଣ ବିଜେତାଙ୍କ ନିକଟରେ ବିଶେଷ କରି ବିଦେଶୀ ବିଜେତାଙ୍କ ପାଇଁ କେରଳକୁ ଏକ 5 ରାତିର ପାରିବାରିକ ଜିତିବାର ସୁଯୋଗ ରହିଛି । ବିଜେତାମାନେ ଟ୍ରିପ୍ରେ ନିଜ ସହ ଦୁଇ ଜଣ ସଦସ୍ୟଙ୍କୁ ନେଇପାରିବେ ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଦେଶକୁ ଏକ ପାରିବାରିକ ଟ୍ରିପ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ!

20 ବିଜେତା

ବିଦେଶର ଅନ୍ୟ 20 ଜଣ ପ୍ରତିଯୋଗୀଙ୍କୁ ସ୍ମାରକ

କେରଳରୁ ବିଶ୍ୱର ଯେକୌଣସି ସ୍ଥାନକୁ ଟ୍ରିପ୍!

5 ବିଜେତା

ଭାରତର 5 ଜଣ ବିଜେତାଙ୍କ ନିକଟରେ କେରଳକୁ 5 ରାତ୍ରିବିଶିଷ୍ଟ ଏକ ପାରିବାରିକ ଟ୍ରିପ୍ କରିବାର ସୁଯୋଗ ରହିଛି । ବିଜେତାମାନେ ଟ୍ରିପ୍ରେ ନିଜ ସହ ଦୁଇ ଜଣ ସଦସ୍ୟଙ୍କୁ ନେଇପାରିବେ ।

ଆମ ଦେଶର ସବୁଠୁ ସୁନ୍ଦର ରାଜ୍ୟରେ ନିଜ ପରିବାର ସହିତ କିଛି ଦିନ କଟାଇବାଠାରୁ ଅଧିକ ଉତ୍ସାକଜନକ କଥା ଆଉ କ’ଣ ହୋଇପାରେ?!

25 ବିଜେତା

ଭାରତର ଅନ୍ୟ 25 ଜଣ ପ୍ରତିଯୋଗୀଙ୍କୁ 10 ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର

କେରଳର ପ୍ରତିଯୋଗୀଙ୍କ ପାଇଁ ଉତ୍ସାହଜନକ ପୁରସ୍କାର!

40 ବିଜେତା

କେରଳର ପ୍ରତିଯୋଗୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଅପେକ୍ଷା କରିଛି!

କେରଳର 40 ଜଣ ବିଜେତାଙ୍କୁ ଜଣପିଛା 10 ହଜାର ଟଙ୍କା ଲେଖାଏଁ ମିଳିବ

ବିଦେଶୀ ପ୍ରମୋଟର

5 ବିଜେତା

ବିଦେଶର 5 ଜଣ ପ୍ରମୋଟର ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ ।

ଭାରତୀୟ ପ୍ରମୋଟର(କେରଳ ବାହାରର)

5 ବିଜେତା

ଭାରତର 5 ଜଣ ପ୍ରମୋଟର(କେରଳ ବାହାରର) ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ ।



ମୋଟ 110 ଜଣ ବିଜେତା!!!

15 ଜଣଙ୍କୁ କେରଳକୁ ପାରିବାରିକ ଟ୍ରିପ୍ କରିବାର ସୁଯୋଗ ମିଳିବ!

10 ଜଣ ପ୍ରତିଯୋଗୀଙ୍କୁ ଏକୁଟିଆ ଯାତ୍ରା କରିବରେ ସୁଯୋଗ ମିଳିବ!


ଆଜି ହିଁ ପଞ୍ଜିକରଣ କରାନ୍ତୁ! ସବୁଠୁ ବଡ଼ ଅନଲାଇନ୍ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ।