ଅନ୍ତର୍ଜାତୀୟ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା 2018
କ୍ଲିଣ୍ଟଙ୍କ ସ୍ମୃତି ଉପଲକ୍ଷେ
Picture of Edmund Thomas Clint

ପ୍ରମୋଟର ବା ପ୍ରୋତ୍ସାହକ


ଏହା କେବଳ ଶିଶୁମାନଙ୍କ ପାଇଁ ନୁହେଁ! ସାବାଳକମାନଙ୍କ ନିକଟରେ ମଧ୍ୟ ଉତ୍ସାହଜନକ ପୁରସ୍କାର ଜିତିବାର ସୁଯୋଗ ରହିଛି!!

ତେଣୁ କ’ଣ ପାଇଁ ଅପେକ୍ଷା କରିଛନ୍ତି?! ନିଜର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା, ଚାପଗ୍ରସ୍ତ କାମ କିମ୍ବା ବୋରିଂ ରୁଟିନରୁ ଅତ୍ୟାବଶ୍ୟକୀୟ ବିରତି ନିଅନ୍ତୁ । ଭଗବାନଙ୍କ ନିଜର ଦେଶ କେରଳକୁ ଏକ ଏକୁଟିଆ ଟ୍ରିପ୍ କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ! କେରଳ ଟ୍ରିପରେ ବହୁତ କିଛି ରହିଛି, ପେରିୟାରରେ ନୌବିହାର କରନ୍ତୁ, ହାତୀମାନଙ୍କର ଫଟୋ ଉଠାନ୍ତୁ, ଜୀବନର ଏକ ନୂଆ ସ୍ୱାଦ ଆହରଣ କରିବା ଲାଗି ସୁନ୍ଦର ବେଳାଭୂମିର ପବନକୁ ଅନୁଭବ କରନ୍ତୁ, ସ୍ଥାନୀୟ ଡଙ୍ଗାରେ ବସି ସୁନ୍ଦର ମୁହୂର୍ତ୍ତକୁ ଅନୁଭବ କରନ୍ତୁ ଏବଂ ଏହାଛଡ଼ା ଆହୁରି ଅନେକ କିଛି ଅଛି । ଆପଣ କ’ଣ ପାଇଁ ତାହା ଆବିଷ୍କାର କରୁନାହାନ୍ତି?!

ଆପଣଙ୍କୁ କ’ ଣ କରିବାର ଅଛି

18 ବର୍ଷରେ ଉପନୀତ ଯେକେହି ବ୍ୟକ୍ତି ଏହି ପ୍ରତିଯୋଗିତା ପାଇଁ ଜଣେ ପ୍ରମୋଟର ଭାବେ ସ୍ୱେଚ୍ଛାକୃତ ରୂପେ ପଞ୍ଜିକରଣ କରାଇପାରିବେ। ପ୍ରମୋଟରମାନଙ୍କ ନିକଟରୁ ଏହା ଆଶା କରାଯାଉଛି:

ପ୍ରମୋଟର ଭାବେ ପଞ୍ଜିକରଣ କରନ୍ତୁ

ପ୍ରମୋଟରମାନଙ୍କ ପାଇଁ ପୁରସ୍କାର