Trade Media
     

ମାର୍ଗୋମକାଳି, କେରଳର ପ୍ରଦର୍ଶିତ କଳା


ମାର୍ଗୋମକାଳି ହେଉଛି କୋଟାୟାମ୍ ଏବଂ ତ୍ରିଶୁର ଜିଲ୍ଲାର ସିରିଆନ୍ ଖ୍ରୀଷ୍ଟିଆନମାନଙ୍କର ଏକ ଧାର୍ମିକ ଲୋକକଳା । ବାର ଜଣ ନୃତ୍ୟଶିଳ୍ପୀ ଏକ ଜଳୁଥିବା ଦୀପ (ନିଲବିଲାକୁ), ଚାରିପଟେ ଗୀତ ଗାଇ ନାଚିଥାନ୍ତି, ସେମାନେ ସରଳ ପାରମ୍ପରିକ ଧଳା ଧୋତି ପିନ୍ଧିଥାନ୍ତି ଏବଂ ପଗଡିରେ ରଂଗର ସ୍ପର୍ଶ ଦେବା ପାଇଁ ମୟୂର ପୁଛ ଖୋସିଥାନ୍ତି ।

ଏହା ହେଉଛି ଏକ ଧାର୍ମିକ ଅଭିନୟ ଯେଉଁଥିରେ ଦୀପଟି ଯିଶୁଖ୍ରୀଷ୍ଟଙ୍କୁ ସୂଚିତ କରୁଥାଏ ଏବଂ ପ୍ରଦର୍ଶନକାରୀମାନେ ତାଙ୍କର ଶିଷ୍ୟ ହୋଇଥାନ୍ତି । ଏହି ପ୍ରଦର୍ଶନ ସାଧାରଣତଃ ଦୁଇଟି ଭାଗରେ ହୋଇଥାଏ । ପ୍ରଥମେ ନୃତ୍ୟଗୀତରୁ ଆରମ୍ଭ୍ ହୋଇଥାଏ ଏବଂ ଏହା ସେଷ୍ଟଥୋମାସ, ଦ ଆପୋଷ୍ଟଲଙ୍କର କାହାଣୀ ବର୍ଣ୍ଣନା କରିଥାଏ । ତାହା ପରେ କୃତ୍ରିମ ଖଣ୍ଡା ଓ ସାଂଜୁ ସହିତ ଏହା ସାମରିକ କଳାର ରୂପ ନେଇଥାଏ ।

ଏହି ବର୍ଣ୍ଣନା ବାଦ୍ୟଯନ୍ତ୍ର ବ୍ୟତୀତ ହୋଇଥାଏ । ଗୀତଗୁଡିକ ପ୍ରାଚୀନ କାଳର ପର୍ତ୍ତୁଗିଜ୍ ଅନୁପ୍ରବେଶର ପୂର୍ବ ସମୟ । ଆଜିକାଲି ମାର୍ଗମ୍‌କାଲି କେବଳ ମହିଳାମାନଙ୍କ ଦ୍ୱାରା ଏକ ମଞ୍ଚ ଅଭିନୟ ଭାବରେ ପ୍ରଦର୍ଶିତ ହେଉଛି ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia