Trade Media
     

ଇତିହାସ

କେରଳର ଇତିହାସ ଏହାର ବାଣିଜ୍ୟ ସହିତ ବହୁଳ ଭାବରେ ସଂପର୍କିତ, ପ୍ରାଚୀନ କାଳରୁ ଏ ପର୍ଯ୍ୟନ୍ତ ଏହାର ମସଲା ବ୍ୟବସାୟ ଜାରି ରହିଛି । ଭାରତର ମସଲା ଦ୍ୱୀପ ଭାବରେ ପରିଚିତି, ପ୍ରାଚୀନ କେରଳ ସମଗ୍ର ବିଶ୍ୱର ପର୍ଯ୍ୟଟକ ଏବଂ ବ୍ୟବସାୟୀମାନଙ୍କୁ ଆତିଥ୍ୟ ପ୍ରଦାନ କରୁଥିଲା। ଗ୍ରୀକ୍, ରୋମାନ୍, ଆରବୀୟ, ଚିନା, ପର୍ତ୍ତୁଗିଜ୍, ଡଚ୍, ଫରାସୀ ଏବଂ ବ୍ରିଟିଶମାନେ ଏଠାକୁ ଆସୁଥିଲେ । ପ୍ରାୟ ସମସ୍ତେ ଏହି ଭୂମିରେ କୌଣସି ନା କୌଣସି ପ୍ରକାରେ- ସ୍ଥାପତ୍ୟ, ବ୍ୟଞ୍ଜନ, ଭାଷାରେ ତାଙ୍କର ଛାପ ଛାଡିଯାଇଛନ୍ତି ।


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia