Trade Media
     

ଚାଭିଟୁନାଟାକୋମ୍, କେରଳର ସଂଗୀତ ଅଭିନୟ


କେରଳର ଏହି ଖ୍ରୀଷ୍ଟିଆନ କଳା ରୂପ ପର୍ତ୍ତୁଗିଜ୍ ଉପନିବେଶ ସମୟରେ ୧୬ଶ ଶତାଦ୍ଦୀରେ ଉଭା ହୋଇଥିଲା ଏବଂ ଏଥିରେ ୟୁରୋପୀୟ ଖ୍ରୀଷ୍ଟିଆନ ଚମତ୍କାରିତା ରହିଥିବା ନାଟକର ଛାପ ଦେଖିବାକୁ ମିଳେ । ଏହି ନୃତ୍ୟ ନାଟିକାରେ, ଅଭିନେତା ଗ୍ରିକୋ-ରୋମାନ୍ ପୋଷାକ ପିନ୍ଧିଥାନ୍ତି । ଏପରି କି ମଞ୍ଚର ପ୍ରୋପଗୁଡିକରେ ବିଦେଶର ପ୍ରଭାବ ଦେଖିବାକୁ ମିଳେ । ଅତୀତରେ, ଚାଭିଟୁନାଟାକୋମ୍ ଖୋଲା ମଞ୍ଚରେ ପ୍ରଦର୍ଶନ କରାଯାଉଥିଲା, କିଛି ସମୟ ପାଇଁ ଚର୍ଚର ଭିତର ସ୍ଥାନ ମଧ୍ୟ ଏକ ସ୍ଥଳ ହୋଇଥିଲା। ଏହି ଭାଷା ସ୍ଥାନୀୟ ଭାଷା ଭାବରେ ତାମିଲ ଓ ମାଲାୟଲମର ମିଶ୍ରଣ ହୋଇଥାଏ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia