Trade Media
     

ଓପାନା, କେରଳର ମୁସଲମାନ ନୃତ୍ୟ


ଏହି ନୃତ୍ୟ ମାଲବାରର ମୁସଲମାନମାନଙ୍କର ମେଳା ମହୋତ୍ସବ ଓ ବିବାହ ସମୟର ମନୋରଂଜନ ପାଇଁ ଆବଶ୍ୟକ ହୋଇଥାଏ । କୁମାରୀ ଏବଂ ଯୁବତୀ ମହିଳା ସଂପର୍କୀୟମାନେ କନ୍ୟା ଚାରିପଟେ ଗୀତ ଗାଇ ନାଚିଥାନ୍ତି । ତାଳି ମାରିଥାନ୍ତି, ମୋପିଲାପାଟୁ ଗୀତ ପ୍ରଥମେ ମୁଖ୍ୟ ଗାୟିକା ଗାଇଥାନ୍ତି ଏବଂ ତାହା ପରେ ସମବେତ କଣ୍ଠରେ ଅନ୍ୟମାନେ ପୁନରାବୃତ୍ତି କରିଥାନ୍ତି । ଏହାର ସାରାଂଶ ହୋଇଥାଏ ଭାବି କନ୍ୟାଙ୍କୁ ବିଭିନ୍ନ ପ୍ରକାରରେ ଉପହାସ କରିବା ଏବଂ ତାଙ୍କୁ ଦାମ୍ପତ୍ୟ ଜୀବନ ବିଷୟରେ କିଛି କହିବା । ଓପାନାକୁ ଏବେ ବି ମଞ୍ଚରେ ଉପସ୍ଥାପନ କରାଯାଉଛି ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia