Trade Media
     

କୋଲକାଳି


କଥାକଳି ହେଉଛି ଉଚ୍ଚ ତାଳଯୁକ୍ତ ଲୋକକଳା । ଏହି ନୃତ୍ୟଶିଳ୍ପୀମାନେ ହଳେ ଛୋଟିଆ ବାଡି ଧରି ଗୋଲାକାରରେ ଗୋଟିଏ ନୀଲ ବିଲାକୁ ଚାରିପଟେ ଗୀତ ଗାଇ ଗାଇ ଏବଂ ପରସ୍ପରର ବାଡିକୁ ଠୁକ୍ ଠୁକ୍ କରି ନାଚିଥାନ୍ତି । ଯଦିଓ ନୃତ୍ୟଶିଳ୍ପୀମାନେ ପରସ୍ପର ଠାରୁ ବିଭିନ୍ନଶୈଳୀରେ ବିଛିନ୍ନ ହୋଇଥାନ୍ତି, ସେମାନେ ଗୋଟିଏ ହେଲେ ତାଳ କେବେ ବି ଭାଂଗି ନଥାନ୍ତି । କୋଲକାଳି ହେଉଛି ମାଲବାରର ମୁସଲମାନ ପୁରୁଷମାନଙ୍କ ମଧ୍ୟରେ ସବୁଠାରୁ ଲୋକପ୍ରିୟ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia