Trade Media
     

ଡୁଫମୁଟୁ, ମାଲବାରର ପ୍ରଦର୍ଶନ କରାଯାଉଥିବା କଳା


ଡୁଫମୁଟୁ ମଧ୍ୟ ଆର୍ବନମୁଟୁ ଭାବରେ ଜଣାଶୁଣା । ଏହି ଦଳଗତ ପ୍ରଦର୍ଶନ ମାଲବାରର ମୁସଲମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ । ଡୁଫମୁଟୁକୁ ଉତ୍ସବ ସମୟରେ ଏକ ବିଭିନ୍ନ ମେଳା ମହୋତ୍ସବରେ ସାମାଜିକ ଘଟଣା ପରି ମଞ୍ଚସ୍ଥ କରାଯାଇଥାଏ ।

ଏହି କଳାକାରମାନେ ଏକ ଗୋଜିଆ ହୋଇଥିବା ଗୋଲାକାର ବଜା ଯାଉଥିବା ଉପକରଣ ଯାହାକୁ କୁହାଯାଏ ଡୁଫୁ ବଜାଇଥାନ୍ତି । ଏହି ଗୋଷ୍ଠୀର ନେତା ପ୍ରଥମେ ଗାନ କରିଥାନ୍ତି, ତାହା ପରେ ଅନ୍ୟମାନେ ସମବେତ କଣ୍ଠରେ ଗୀତ ଗାଇ ଗୋଲାକାରରେ ଚକର କାଟିଥାନ୍ତି । ଏହି ଗୀତଗୁଡିକ ବହୁ ସମୟରେ ସହିଦ, ବୀର ଏବଂ ସନ୍ନ୍ୟାସୀମାନଙ୍କୁ ଏବଂ ସାଧୁସନ୍ଥଙ୍କୁ ସମର୍ପିତ ହୋଇଥାଏ ।

ଡୁଫମୁଟୁ ଦିନର ଯେ କୌଣସି ସମୟରେ ପ୍ରଦର୍ଶନ କରାଯାଇପାରେ ଏବଂ ଏଥିପାଇଁ କୌଣସି ସ୍ଥିରିକୃତ ସମୟସୀମା ନ ଥାଏ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia