ଯେଉଁମାନେ ଥୋରୁଠାରୁ ହାରୋଲ୍ଡ ରବିନ୍ସ ପର୍ଯ୍ୟନ୍ତ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଏହି ଶାନ୍ତ ଓ ଅପେକ୍ଷାକୃତ ଭାବରେ କମ୍ ପରିଦର୍ଶିତ କପିଳା ବେଳାଭୂମି ଉପଯୁକ୍ତ ସାବ୍ୟସ୍ତ ହେବ। ଏହି ସୂର୍ଯ୍ୟସ୍ନାତ ବେଳାଭୂମି ବେକାଲ୍ଫୋର୍ଟ ଠାରୁ ପ୍ରାୟ 6 କିଲୋମିଟର ଦୂରରେ ଏକ ଉପଯୁକ୍ତ ବିଶ୍ରାମସ୍ଥଳ ହୋଇଥାଏ।
ଦୁଃସାହାସୀ ଲୋକେ ନିଶ୍ଚୟ କୋଦିକ୍ଲିଫ୍ ନିକଟରୁ ଆରବସାଗରର ଭୀମକାୟ ଦୃଶ୍ୟ ଦେଖିବାକୁ ଚାହିଁବେ।
ଏଠାରେ ପହଞ୍ଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କସରଗଡ଼, ପ୍ରାୟ 12 କିଲୋମିଟର
- ନିକଟତମ ବିମାନବନ୍ଦର ମାଙ୍ଗାଲୋର, କସରଗଡ଼ ସହରଠାରୁ ପ୍ରାୟ 50 କିଲୋମିଟର, କରିପୁର ଆନ୍ତର୍ଜାତିୟ ବିମାନବନ୍ଦର, କୋଜିକୋଡ଼େ, କସରଗଡ଼ ସହରଠାରୁ ପ୍ରାୟ 200 କିଲୋମିଟର ଦୂର।