Trade Media
     

କୋଲାମରେ ପିକନିକ୍ ଗ୍ରାମ


ଅବସ୍ଥିତି: (ସହର ଠାରୁ 1 କିଲୋମିଟର । ଖୋଲା 10:00- 18:00 ଘଣ୍ଟା) ଏହା 200 ବର୍ଷ ପୁରୁଣା ଗେଷ୍ଟ୍ ହାଉସ ପରିସରରେ ଅବସ୍ଥିତ ଯେଉଁଠାରେ ଏକଦା ଲର୍ଡ ମୁନରୋ ବାସ କରୁଥିଲେ, ଆଶ୍ରମମର ଏହି ପର୍ଯ୍ୟଟନ ଗ୍ରାମ ସମ୍ମୁଖରେ ରହିଛି ବ୍ୟାକ୍ୱାଟର,ଏହା କୋଲାମରେ ମନୋରଂଜନାତ୍ମକ କାର୍ଯ୍ୟ ମୁଖ୍ୟ କେନ୍ଦ୍ର ହୋଇଥାଏ । ଏହି ସ୍ଥାନରେ ଏକ ବୋଟ୍ କ୍ଲବ୍, ଚିଲଡ୍ରେନ୍ସ ଟ୍ରାଫିକ୍ ପାର୍କ ଏବଂ ଯାତ୍ରୀ ନିବାସ ସହିତ ଆଡ୍‌ଭେଞ୍ଚର ପାର୍କ ମଧ୍ୟ ରହିଛି । ପାରମ୍ପରୟା ସଂଗ୍ରହାଳୟ ଏହି ପରିସରରେ ରହିଛି ଏବଂ ଏଠାରେ ଦେଶର ବିଭିନ୍ନ ସ୍ଥାନର ଚିତ୍ରକଳା ସହିତ ୱାର୍ଲି କଲମ୍ କରି ମଧୁବନୀ ଓ କେରଳର ପ୍ରାଚୀନ କଳା ମଧ୍ୟ ପ୍ରଦର୍ଶିତ ହେଉଛି । ଫୋନ୍ ନମ୍ବର: + 91 474 2750322


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia