ସ୍ଥାନ: ସେଣ୍ଟ୍ ମ୍ୟାରିସ ଚର୍ଚ, ମାନାରକାଡ, କୋଟାୟମ୍ ଜିଲ୍ଲା
ଏହି ଆଠ ଦିନିଆ ପେରୁନାଲ୍ କିମ୍ବା ଉତ୍ସବ ସେଣ୍ଟ୍ ମ୍ୟାରିସ ଚର୍ଚରେ ଭର୍ଜିନ୍ ମ୍ୟାରିଙ୍କ ପ୍ରତି ସମର୍ପିତ । ଏହା ହେଉଛି ଉପବାସ ଏବଂ ପ୍ରାର୍ଥନାର ସମୟ । ଆଠ ଦିନ ଧରି ଏହି ପାରମ୍ପରିକ ଉପବାସକୁ କୁହାଯାଏ ଏଟୁନୋୟାମ୍ବୁ । ଶେଷ ତିନି ଦିନରେ ଏକ ରଂଗିନ୍ ଭବ୍ୟ ଶୋଭାଯାତ୍ରାରେ ଭକ୍ତମାନେ ସୁନେଲି କ୍ରସ୍ ଓ ଉଜ୍ଜ୍ୱଳ ରଂଗରେ ରଙ୍ଗିନ ପାରାସୋଲ ଧରି ଶୋଭାଯାତ୍ରା ଧାରଣ କରିଥାନ୍ତି ।
ଏଠାରେ ପହଂଚିବା ପାଇଁ:
- ନିକଟତମ ରେଳଷ୍ଟେସନ: କୋଟାୟାମ, ପ୍ରାୟ 10 କିଲୋମିଟର ଦୂର ।
- ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଟାୟାମ ଠାରୁ ପ୍ରାୟ 76 କିଲୋମିଟର ।