Trade Media
     

କୁମାରକୋମ୍- କେରଳର ପ୍ରଥମ ଆରଟି(RT) ପରୀକ୍ଷଣ କ୍ଷେତ୍ର

     
  ଏହି ବିଷୟବସ୍ତୁ କିଛି ସମୟ ପାଇଁ ଏକ ପ୍ରଭାବ ପକାଇଥିଲା ଏବଂ ସଫଳତାର ସହ ରାଜ୍ୟରେ ପ୍ରଗତି କରୁଅଛି । ଚାରିଟି ମୁଖ୍ୟ ପର୍ଯ୍ୟଟନ ସ୍ଥଳ ହେଉଛି- କୁମାରକୋମ୍, ୱୟାନାଡ, କୋବଲମ୍, ଏବଂ ଥେକାଡି । ବର୍ତ୍ତମାନ ସେଗୁଡିକ କେରଳର ପ୍ରିୟ ଦାୟିତ୍ୱଶୀଳ ପର୍ଯ୍ୟଟନ (ଆରଟି(RT)) କେନ୍ଦ୍ର ପାଲଟି ଯାଇଛି । ଦାୟିତ୍ୱଶୀଳ ପର୍ଯ୍ୟଟନ ଦ୍ୱାରା ଏହି ସ୍ଥାନର ପୃଷ୍ଠଭୂମିରେ ଏବଂ ପରବର୍ତ୍ତୀ ପଟଭୂମିରେ ହୋଇଥିବା ବିକାଶ ବେଶ୍ ଉଲ୍ଲେଖଯୋଗ୍ୟ ।

କୁମାରକୋମ୍ ହେଉଛି ଭାରତର କେରଳ ରାଜ୍ୟର କୋଟାୟମ୍ ଜିଲ୍ଲାର ପର୍ଯ୍ୟଟନ ଗ୍ରାମ । ଏହି ସ୍ଥାନ ହେଉଛି ବିଭିନ୍ନ ପ୍ରକାରର ବୃକ୍ଷଲତା, କୃଷି ଓ ମାଛ ଚାଷରେ ସମୃଦ୍ଧ କ୍ଷେତ୍ର। କୁମାରକୋମର ସୁସନ୍ତୁଳିତ ଗ୍ରୀଷ୍ଣମଣ୍ଡଳୀୟ ଜଳବାୟୁ ଶୈଳୀ ବିଶ୍ୱ ପର୍ଯ୍ୟଟନ ଚାର୍ଟରେ ଏକ ଚମତ୍କାର ପର୍ଯ୍ୟଟନ ସ୍ଥଳ ।

ପରିସଂସ୍ଥାନର ନିର୍ଦ୍ଧାରଣଗୁଡିକ
  • ପକ୍ଷୀ ଅଭୟାରଣ୍ୟ ଯେଉଁଠାରେ 91ଟି ଜାତିର ସ୍ଥାନୀୟ ଓ 50ଟି ଜାତିର ବିଦେଶରୁ ପ୍ରତି ବର୍ଷ ଆସୁଥିବା ପକ୍ଷୀ ଅଛନ୍ତି ।
  • 1970 ଏବଂ 80 ଦଶକର ପ୍ରାରମ୍ଭ ସମୟରୁ ଏକ ମାତ୍ର ନାଇଟ୍ ହେରୋନ୍‌ଙ୍କର ପ୍ରଜନନ କ୍ଷେତ୍ର ।
  • ଏକାଧିକ ଜାତିର ମାଛଙ୍କ ପାଇଁ ପ୍ରଜନନ ଓ ଖାଦ୍ୟ ସଂଗ୍ରହ କ୍ଷେତ୍ର ।
  • ବହୁ ପ୍ରଜାତିର ଝାଉଁବଣ ରହିଛି, ଯାହା ମଧ୍ୟରୁ ତିନୋଟି କେବଳ କୋମାରକୋମରେ ରିପୋର୍ଟ ହୋଇଛି ।
 
     


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia