ଆକର୍ଷଣୀୟ ପୁରସ୍କାର ଆପଣଙ୍କୁ ଅପେକ୍ଷା କରିଛି!

ଆପଣଙ୍କ କୁନି ପିଲା ଜିତିଥିବା ଏକ ଅବସର ଟ୍ରିପରେ ଯିବାକୁ ଆପଣଙ୍କୁ କେମିତି ଲାଗିବ?

ଖୁବ୍ ଭଲ ଶୁଭୁଛି ! ନୁହେଁ କି?
ଆପଣଙ୍କ ପିଲାମାନଙ୍କୁ ଏହି ଚିତ୍ରକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇ ଏଠାରେ ‘କେରଳ, ଭଗବାନଙ୍କର ନିଜ ଦେଶ’ର ପ୍ରସିଦ୍ଧ ସ୍ଥାନଗୁଡ଼ିକୁ ବୁଲି ଦେଖିବା ପାଇଁ ପାଞ୍ଚଦିନିଆ ଟ୍ରିପ୍‌ର ସୁଯୋଗ ପାଆନ୍ତୁ।
ଏହି ଆନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା 2023ରେ ବିଜେତାମାନଙ୍କ ପାଇଁ ଚମତ୍କାର ପୁରସ୍କାରମାନ ରହିଛି।

 

ପୁରସ୍କାରଗୁଡ଼ିକୁ 5ଟି ଶ୍ରେଣୀରେ ବିଭକ୍ତ କରାଯାଇଛି:

ବିଶ୍ୱର ଯେକୌଣସି କୋଣରୁ କେରଳକୁ ଏକ ଟ୍ରିପ୍!

3 ବିଜେତା

ସମସ୍ତ ବର୍ଗର ଶ୍ରେଷ୍ଠ 3 ଜଣ ବିଜେତାଙ୍କୁ ଏକ ସୋଭେନିୟର୍ ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯିବା ସହିତ କେରଳର ବିଭିନ୍ନ ଦର୍ଶନୀୟ ସ୍ଥାନ ପାଇଁ ପାଞ୍ଚଦିନିଆ ଟ୍ରିପ୍ ପ୍ରାୟୋଜନ କରାଯିବ।

10 ବିଜେତା

ବିଶ୍ୱବ୍ୟାପୀ, ଭାରତ ବାହାରର 10 ଜଣ ବିଜେତା କେରଳକୁ ପାଞ୍ଚ -ଦିନିଆ ପରିବାର ସହିତ ଟ୍ରିପ୍ ଜିତିବାର ସୁଯୋଗ ପାଇବେ। ଏହି ଟ୍ରିପ୍‌ରେ ଦୁଇ ଜଣ ସଦସ୍ୟ ବିଜେତାଙ୍କ ସହିତ ଆସିପାରିବେ। ପବିତ୍ର ତଥା ସୁନ୍ଦରତାରେ ଭରପୁର ଏହି ଦେବଭୂମିର ସମ୍ମୋହନକୁ ପରିବାର ସହିତ ଉପଭୋଗ କରିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ।

କେରଳରୁ ବିଶ୍ୱର ଯେକୌଣସି ସ୍ଥାନକୁ ଟ୍ରିପ୍!

5 ବିଜେତା

ଭାରତ ଭିତରର 5 ଜଣ ବିଜେତା କେରଳକୁ ପାଞ୍ଚ -ଦିନିଆ ପରିବାର ସହିତ ଟ୍ରିପ୍ ଜିତିବାର ସୁଯୋଗ ପାଇବେ। ଏହି ଟ୍ରିପ୍‌ରେ ଦୁଇ ଜଣ ସଦସ୍ୟ ବିଜେତାଙ୍କ ସହିତ ଆସିପାରିବେ। ଆମ ଦେଶର ସବୁଠୁ ସୁନ୍ଦର ରାଜ୍ୟରେ ନିଜ ପରିବାର ସହିତ କିଛି ଦିନ କଟାଇବାଠାରୁ ଅଧିକ ଉତ୍ସାକଜନକ କଥା ଆଉ କ’ଣ ହୋଇପାରେ!

ପ୍ରକୃତିକୁ ନିକଟରୁ ଅନୁଭବ କରନ୍ତୁ

3 ବିଜେତା

କେରଳ ଭିତରର ଶ୍ରେଷ୍ଠ 3 ଜଣ ବିଜେତା ଏକ ମେମୋଣ୍ଟେ ଏବଂ ସାର୍ଟିଫିକେଟ୍ ସହିତ କେରଳର ପ୍ରିମିୟମ୍ ପ୍ରପର୍ଟିରେ 2 ରାତି ରହିବା ପାଇଁ ଏକ ବୁକିଂ କୁପନ୍ ପାଇବେ।

ଆକର୍ଷଣୀୟ ଉପହାର

70 ବିଜେତା

ଭାରତ ବାହାରର 20 ଜଣ ବିଜେତା, ଭାରତ ଭିତରର 30 ଜଣ ବିଜେତା ଏବଂ କେରଳ ଭିତରର 20 ଜଣ ବିଜେତାଙ୍କୁ ଆକର୍ଷଣୀୟ ଉପହାର ଦିଆଯିବ

ବିଦେଶୀ ପ୍ରମୋଟର

5 ବିଜେତା

ବିଦେଶର 5 ଜଣ ପ୍ରମୋଟର ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ।

ଭାରତୀୟ ପ୍ରମୋଟର(କେରଳ ବାହାରର)

5 ବିଜେତା

ଭାରତର 5 ଜଣ ପ୍ରମୋଟର(କେରଳ ବାହାରର) ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ ।

ଅନ୍ୟ ସସସ୍ତ ଅଂଶଗ୍ରହଣକାରୀଙ୍କୁ ଏଥିରେ ଭାଗ ନେବା ପାଇଁ ଅନଲାଇନ୍ ଡିଜିଟାଲ୍ ସାର୍ଟିଫିକେଟ୍ ଜାରି କରାଯିବ ଯାହାକି ପ୍ରତିଯୋଗୀମାନଙ୍କ ଦ୍ୱାରା ଫଳାଫଳ ଘୋଷଣା କରାଯିବାର 6 ମାସ ମଧ୍ୟରେ ଡାଉନଲୋଡ୍ କରାଯାଇପାରିବ।
ଏଠାରେ କୌଣସି ପ୍ରକାରର ଆର୍ଥିକ ବିକଳ୍ପ ନାହିଁ ଏବଂ ପ୍ରସ୍ତାବ ମୁତାବକ ପୁରସ୍କାରକୁ ଗ୍ରହଣ କରିବାକୁ ପଡ଼ିବ ।

ମୋଟ 101 ଜଣ ବିଜେତା!!

18 ଜଣଙ୍କୁ କେରଳକୁ ପାରିବାରିକ ଟ୍ରିପ୍ କରିବାର ସୁଯୋଗ ମିଳିବ!

10 ଜଣ ପ୍ରତିଯୋଗୀଙ୍କୁ ଏକୁଟିଆ ଯାତ୍ରା କରିବରେ ସୁଯୋଗ ମିଳିବ!

 

Landscape Drawing