ପ୍ରମୋଟର ବା ପ୍ରୋତ୍ସାହକ

କେବଳ ପିଲାମାନେ ନୁହନ୍ତି! କେବଳ ପିଲାମାନେ ନୁହନ୍ତି ବଡ଼ମାନେ ମଧ୍ୟ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ରହିଛି!!

ତେବେ ଆଉ କାହା ପାଇଁ ଅପେକ୍ଷା କରିଛନ୍ତି?! ଆପଣଙ୍କର ବ୍ୟସ୍ତବହୁଳ ସୂଚୀରୁ, ଚାପପୂର୍ଣ୍ଣ କାର୍ଯ୍ୟ ଓ ଚିରାଚରିତ ଧରାବନ୍ଧା ଜୀବନରୁ ବହୁ ବାଞ୍ଛିତ ବିରାମ ନିଅନ୍ତୁ। ଭଗବାନଙ୍କର ନିଜ ଦେଶ-କେରଳର ଆକର୍ଷଣୀୟ ସ୍ଥଳ ଏକୁଟିଆ ବୁଲି ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ! କେରଳର ଚିପ୍ସ ଚୋବାନ୍ତୁ, ପେରିୟାରକୁ ପାହାଡ଼ ଚଢ଼ିଯାଆନ୍ତୁ, ସୁନ୍ଦର ସୁନ୍ଦର ହାତୀମାନଙ୍କର ଫଟୋ ଉଠାନ୍ତୁ, ମନମୁଗ୍ଧକର ବେଳାଭୂମିର ମନମତାଣିଆ ପବନରେ ହଜାଇ ଦିଅନ୍ତୁ, ଜୀବନରେ ନୂତନ ତରଙ୍ଗ ଅନୁଭବ କରନ୍ତୁ ଏବଂ ଆହୁରି ବହୁତ କିଛି। ଆପଣ ଜାଣିବାକୁ ଚାହିଁବେ ନାହିଁ କି?!

ଆପଣଙ୍କୁ କ’ଣ କରିବାକୁ ହେବ

18 ବର୍ଷରୁ ଅଧିକ ବୟସର ହୋଇଥିବା ଯେକୌଣସି ବ୍ୟକ୍ତି ସ୍ୱେଚ୍ଛାରେ ଏହି ପଞ୍ଜିକରଣ ପ୍ରତିଯୋଗିତା ପାଇଁ ପ୍ରମୋଟର ଭାବରେ କରିପାରିବେ। ପ୍ରମୋଟରଙ୍କଠାରୁ ନିମ୍ନଲିଖିତଗୁଡ଼ିକ ଆଶା କରାଯାଇଥାଏ:

  • ପଞ୍ଜିକରଣ କରନ୍ତୁ ପ୍ରମୋଟର ଭାବରେ ।
  • ପଞ୍ଜିକରଣ କ୍ରମେ ପ୍ରାପ୍ତ ହୋଇଥିବା ଲିଙ୍କ ସମସ୍ତ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଫରୱାର୍ଡ କରନ୍ତୁ।
  • ଯେତେବେଳେ ଏପରି ପ୍ରାର୍ଥୀ ପଞ୍ଜିକରଣ କରନ୍ତି ସେମାନେ ଆପଣଙ୍କ ରେଜିଷ୍ଟ୍ରେସନ୍ ଅଧୀନରେ ତାଲିକାଭୁକ୍ତ ହେବେ।

ପ୍ରମୋଟର ଭାବେ ପଞ୍ଜିକରଣ କରନ୍ତୁ

ପ୍ରମୋଟରମାନଙ୍କ ପାଇଁ ପୁରସ୍କାର

  • ବିଦେଶର 5 ଜଣ ପ୍ରମୋଟର ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ ।
  • ଭାରତର 5 ଜଣ ପ୍ରମୋଟର(କେରଳ ବାହାରର) ଯେଉଁମାନେ କି ପ୍ରତିଯୋଗିତାରେ ସର୍ବାଧିକ ପ୍ରତିଯୋଗୀମାନଙ୍କୁ ସାମିଲ କରିବେ, ସେମାନଙ୍କୁ କେରଳର ବିଭିନ୍ନ ସ୍ଥାନ ପରିଦର୍ଶନ ପାଇଁ 5 ଦିନିଆ ପ୍ୟାକେଜ୍ ମିଳିବ ।
Landscape Drawing