Traveller
Trade
Media
Languages
Arabic
Chinese
Dutch
Deutsch
English
Espanol
Francais
Gujarati
Hindi
Italiano
Japanese
Malayalam
Marathi
Portuguese
Russian
Swedish
Tamil
Kannada
Telugu
ମୂଳପୃଷ୍ଠା
କେରଳ
ଏକ ଝଲକ
ଋତୁଗୁଡିକ
ଭୂଗୋଳ
ସାଧାରଣ ଜନତା
ଇତିହାସ
ଜୀବନର ଗୁଣବତ୍ତା
ଦାୟିତ୍ୱଶୀଳ ପର୍ଯ୍ୟଟନ
ସମ୍ମାନଗୁଡିକ
ଅନୁଭୁତି
ଆୟୁର୍ବେଦ
କୁସିନ୍
ଉତ୍ସବଗୁଡିକ
କେରଳ ସୋଭେନିଅର୍ସ ବା ସ୍ମାରକୀଗୁଡିକ
ହାଉସବୋଟ୍
କଲାରିପୟଟୁ
ପ୍ରଦର୍ଶିତ କଳାଗୁଡିକ
ବିସ୍ତୀର୍ଣ୍ଣ ଜଳରାଶି
ବେଳାଭୂମିଗୁଡିକ
ପର୍ବତ ଶ୍ରେଣୀ
ଜଳପ୍ରପାତଗୁଡିକ
ବନ୍ୟପ୍ରାଣୀ
ଲକ୍ଷ୍ୟସ୍ଥଳ
ଆଲାପୁଝା
ବେକାଲ
ଫୋର୍ଟ କୋଚି
କୋବଲମ୍
କୁମାରକୋମ୍
ମୁନ୍ନାର
ଥେକାଡ଼ି
ବରକାଲା
ଓୟାନାଡ
ମୁଜାପିଲାଙ୍ଗଡ଼
କଲାରିପୟଟୁ
କଲାରିପୟଟୁ ହେଉଛି କେରଳର ସାମରିକ କଳା । ଏହାକୁ ସମଗ୍ର ବିଶ୍ୱର ସବୁଠାରୁ ପ୍ରାଚୀନ ଏବଂ ସର୍ବାଧିକ ବିଜ୍ଞାନ ସମ୍ମତ ଭାବରେ ବିଚାର କରାଯାଏ । ମୁକାବିଲା ତାଲିମ କଲାରି (ତାଲିମ ବିଦ୍ୟାଳୟ)ରେ ଦିଆଯାଇଥାଏ । କଲାରି ଶିକ୍ଷାର ନୀତିଗୁଡିକ ଧାର୍ଯ୍ୟ କରିଥାଏ ଯେ ସାମରିକ କଳାର ତାଲିମ୍, ଶରୀରରେ ତେଲ ମାସିଲରୁ ଆରମ୍ଭ ହୋଇଥାଏ । ଯେ ପର୍ଯ୍ୟନ୍ତ ଶରୀର କୋମଳ ଏବଂ ଶକ୍ତିଯୁକ୍ତ ହୋଇନଥାଏ ତେଲ ମାଲିସ ଜାରି ରହିଥାଏ । ଫିଟ୍ସ ଯେପରି କି ଛାଟୋମ୍ (ଡେଇଁବା), ଓଟମ୍ (ଦୌଡିବା), ମାରିଚିଲ (ସୋମରସଲ୍ଟ) ଇତ୍ୟାଦି କାର୍ଯ୍ୟ ଯେତେବେଳେ ଶିଖା ଯାଇଥାଏ, ତାହା ପରେ ପରେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଯେପରି କି ଡାଗର, ତରବାରି, ବର୍ଛା, ମେସ୍, ଧନୁ ଏବଂ ତୀର ଇତ୍ୟାଦି ବ୍ୟବହାର କରି ଶିଖାଯାଇଥାଏ ।
କଲାରିପୟଟୁ ତାଲିମର ଲକ୍ଷ୍ୟ ମନ ଓ ଶରୀର ମଧ୍ୟରେ ସର୍ବୋଚ୍ଚ ସମନ୍ୱୟ ରକ୍ଷା କରିବା । ପାରମ୍ପରିକ ତାଲିମରେ କଲାରି ଦେଶୀ ଚିକିତ୍ସାବିଧିକୁ ମଧ୍ୟ ଅନ୍ତର୍ଭୁକ୍ତ କରେ । କଲାରିଗୁଡିକ ମଧ୍ୟ ଧାର୍ମିକ ପୂଜା ଘଟଣାର କେନ୍ଦ୍ର ହୋଇଥାଏ । କଲାରିପୟଟୁରେ କେତେକ ସାଧାରଣ ନିର୍ଦ୍ଦେଶାବଳି ଅନୁସରଣ କରିବା ଆବଶ୍ୟକ ହୋଇଥାଏ । ଯେପରି କି ଥରେ ପାଠ୍ୟକ୍ରମ ସଂପୂର୍ଣ୍ଣ ହେବା ପରେ ଜଣେ ବ୍ୟକ୍ତି ତେଲ ମାଲିସ କରିବା ଏବଂ ନିଜର କାର୍ଯ୍ୟକୁ ଅଭ୍ୟାସ କରିବା ଏବଂ ତାଙ୍କୁ ନିଜ ଆକୃତି ଫେରି ପାଇବା ପାଇଁ ସାହାଯ୍ୟ କରିବାର କେନ୍ଦ୍ର ହୋଇଥାଏ ।
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.
Tourist Information toll free No:1-800-425-4747
Tourist Alert Service No:9846300100
Email:
info@keralatourism.org
All rights reserved © Kerala Tourism 1998.
Copyright
Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia