Trade Media
     

ଋତୁଗୁଡିକ

ବର୍ଷସାରା ଆରାମର ଦାୟକ ଜଳବାୟୁ ଓ ସୁନ୍ଦର ପାଣିପାଗ ରହିଥାଏ । କେରଳ ହେଉଛି ଏକ ନିରକ୍ଷ ଅଂଚଳ । ଏହା ସହିତ ସମଗ୍ର ସୀମା ବ୍ୟାପି ଉପକୂଳ ଅଂଚଳ ରହିଛି  ଏବଂ ପଶ୍ଚିମଘାଟ ପର୍ବତମାଳା ଉତ୍ତରରୁ ଆସୁଥିବା ଶୁଷ୍କ ବାୟୁ ବିରୋଧରେ ଏକ ସୁରକ୍ଷା ପ୍ରାଚୀର ସଦୃଶ ଠିଆ ହୋଇଛି । ବର୍ଷାଦିନ (ଜୁନ୍-ସେପ୍ଟେମ୍ବର ଏବଂ ଅକ୍ଟୋବର- ନଭେମ୍ବର ଏବଂ ଗ୍ରୀଷ୍ମ (ଫେବୃଆରୀ- ମେ) ଋତୁରେ ଏଠାରେ ଭାରି ଭଲ ଲାଗେ, କେବଳ ଶୀତଦିନେ ତାପମାତ୍ରା ସାଧାରଣ ସୀମା 28-32 ଡିଗ୍ରୀ ସେଣ୍ଟିଗ୍ରେଡରୁ ସାମାନ୍ୟ କମିଥାଏ ।


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia