Trade Media
     

ଭୂଗୋଳ

ପଶ୍ଚିମରେ ଆରବ ସାଗର, ପୂର୍ବରେ ପଶ୍ଚିମଘାଟ ପର୍ବତମାଳା 500-2700 ମିଟର ପର୍ଯ୍ୟନ୍ତ ଠିଆ ହୋଇରହିଛି ଏବଂ ଚଉରାଳିଶିଟି ନଦୀ ପରସ୍ପର ସହିତ ସଂଯୁକ୍ତ ହୋଇଛନ୍ତି । କେରଳରେ ବିବିଧ ଭୌଗୋଳିକ ଚିତ୍ର ଦେଖିବାକୁ ମିଳେ । ତୁଙ୍ଗ ପାହାଡ଼ ପର୍ବତ ଠାରୁ ଗଭୀର ଉପତ୍ୟକା, ଅସୀମ ଜଳରାଶି ଏବଂ ବ୍ୟାପକ ସମୁଦ୍ର ଉପକୂଳ ସବୁକିଛି କେରଳରେ ରହିଛି ।


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia