Trade Media
     

ସାଧାରଣ ଜନତା

ଭାରତର ସବୁଠାରୁ ଅଧିକ ସାକ୍ଷର ଏବଂ ସାମାଜିକ ଭାବେ ଉନ୍ନତ ଲୋକେ କେରଳରେ ଏକ ସ୍ୱତନ୍ତ୍ର ବହୁବିଧ ସଂସ୍କୃତିର ଆନନ୍ଦ ନେଇଥାନ୍ତି, ଯାହାକି ସେମାନଙ୍କର ସହନୀୟତା ମନୋଭାବ ଏବଂ କ୍ୟାଥୋଲିକ୍ ଦୃଷ୍ଟିଭଂଗୀରେ ପ୍ରତିଫଳିତ ହୋଇଥାଏ । ଏ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା ବିଭିନ୍ନ ବର୍ଣ୍ଣର ଲୋକମାନଙ୍କର ଯଥେଷ୍ଟ ଅବଦାନ ରହିଛି । ଏହା ଫଳରେ କେରଳରେ ଏକ ମିଶ୍ରିତ ସଂସ୍କୃତି ସୃଷ୍ଟି ହୋଇଛି ।
 
ବର୍ଷ ବର୍ଷ ଧରି କେରଳ ନୂଆ ପରାମ୍ବରା ଓ ମୂଲ୍ୟବୋଧକୁ ଗ୍ରହଣ କରିବା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କ୍ଷମତା ପ୍ରଦର୍ଶନ କରିଛି  ମଣିଷର ଚିନ୍ତାରେ, କର୍ମରେ, ପ୍ରତ୍ୟେକ କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଛି । ପରିବର୍ତ୍ତନ ପ୍ରତି ଓ ବିଭିନ୍ନ ସମସ୍ୟା ପ୍ରତି ଏହି ଅନୁକୂଳ ମନୋଭାବ କେରଳୀ ଲୋକମାନଙ୍କୁ ସମାଜରେ ଏକ ଅଭିନବ ସ୍ଥାନ ପ୍ରଦାନ କରିଛି ।

କେରଳର ଲୋକେ ଅତ୍ୟନ୍ତ ସଚେତନ ଏବଂ ରାଜନୀତି ପ୍ରତି ବେଶ୍ ସଜାଗ । ଶିକ୍ଷା କ୍ଷେତ୍ରରେ ମଧ୍ୟ କେରଳୀମାନେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ମହିଳାମାନଙ୍କର ସାକ୍ଷରତା ହାର ଏସିଆରେ ସର୍ବୋଚ୍ଚ । ଏଥିପାଇଁ ବୋଧହୁଏ ଏହି ରାଜ୍ୟର ମହିଳାମାନେ ଉଭୟେ ପରିବାରରେ ଏବଂ ସମାଜରେ ଏକ ଉଚ୍ଚ ସ୍ଥିତି ଲାଭ କରିଥାନ୍ତି ।


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia