Trade Media
     

ଏକ ଝଲକ

 
କେରଳ, ଭାରତର ଏକ ରାଜ୍ୟ, ଏହି ରାଜ୍ୟରେ 14ଟି ଜିଲ୍ଲା ବା ପ୍ରାଶାସନିକ ଖଣ୍ଡ ରହିଛି । ମୁଖ୍ୟ ସହରଗୁଡିକ ହେଉଛି ଥିରୁବନନ୍ତପୁରମ୍, କୋଚି ଏବଂ କୋଜିକୋଡେ । ଏହି ରାଜ୍ୟରେ ତିନୋଟି ବିମାନ ବନ୍ଦର ଆନ୍ତର୍ଜାତୀୟ ତଥା ଦେଶର ବିଭିନ୍ନ ସ୍ଥାନକୁ ଯାତାୟତର ସୁବିଧା ପ୍ରଦାନ କରୁଛି ।

ଏଠାରେ କେରଳ ବିଷୟରେ କେତୋଟି ସଂକ୍ଷିପ୍ତ ସୂଚନା ଦିଆଯାଇଛି, ଯାହାକି ଏହି ରାଜ୍ୟ ଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଉପାଦେୟ ହେବ ।


(i) ଅବସ୍ଥିତି: ଭାରତର ଦକ୍ଷିଣ ପଶ୍ଚିମ ସୀମା
(ii) କ୍ଷେତ୍ରଫଳ  :  38,863 ବର୍ଗକିଲୋମିଟର
(iii) ଜନସଂଖ୍ୟା  :  31,84,1374 
(iv) ରାଜଧାନୀ :  ଥିରୁବନନ୍ତପୁରମ୍ (ତ୍ରିଭେନ୍ଦ୍ରମ୍)
(v) ଭାରତ :  ମୁଖ୍ୟତଃ ମାଲାୟଲମ୍‍ ଏବଂ ଇଂରାଜୀରେ କଥାବାର୍ତ୍ତା ହୋ‍ଇଥାନ୍ତି|
(vi) ଧର୍ମ  :  ହିନ୍ଦୁ, ଖ୍ରିଷ୍ଟିଆନ୍‍, ଇସ୍‍ଲାମ୍
(vii) ସମୟ  :  GMT +5:30
(viii) ମୁଦ୍ରା  :  ଭାରତୀୟ ଟଙ୍କା
(ix) ଜଳବାୟୁ: ଗ୍ରୀଷ୍ମମଣ୍ଡଳୀୟ
(x) ଗ୍ରୀଷ୍ମ : ଫେବୃଆରୀ- ମେ (24 - 33°C)
(xi) ବର୍ଷା: ଜୁନ୍- ଅଗଷ୍ଟ (22 - 28°C) ଅକ୍ଟୋବର- ନଭେମ୍ବର
(xii) ଶୀତ :  ନଭେମ୍ବର- ଜାନୁଆରୀ (22 - 32°C)

(xiii) ଜିଲ୍ଲାର                      ପୁରୁଣା ନାମ
xiv. କସରଗଡ
xv. କନ୍ନୁର କାନାନୋର୍
xvi. ୱାୟାନାଡ୍
xvii. କୋଜିକୋଡେ    କାଲିକଟ୍
xviii. ମାଲାପୁରମ୍
xix. ପଲକଡ     ପଲଘଟ
xx. ତ୍ରିଶୁର    ତ୍ରିଚୁର
xxi. ଏର୍ଣାକୁଲମ୍
xxii. ଇଡୁକି
xxiii. କୋଟାୟାମ୍
xxiv. ଆଲପୁଜା ଆଲେପି
xxv. ପଠାଣମୋଥିଟା
xxvi. କୋଲାମ୍ କୁଇଲନ୍
xxvii. ଥିରୁବନନ୍ତପୁରମ୍- ତ୍ରିଭେନ୍ଦ୍ରମ୍

ମୁଖ୍ୟ ସହରଗୁଡିକ
ପୁରୁଣା ନାମ
ଥିରୁବନନ୍ତପୁରମ୍- ତ୍ରିଭେନ୍ଦ୍ରମ୍
କୋଚି: କୋଚିନ୍
କୋଜିକୋଡେ: କାଲିକଟ୍

ଅଭିଗମ୍ୟତା    
       
ଥି୍ରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର
ଟେଲିଫୋନ : + 91 471 2501424


  • ଘରୋଇ ବିମାନ (ସିଧାସଳଖ) : ଠାରୁ/କୁ: ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ଚେନ୍ନାଇ
  • ଆନ୍ତର୍ଜାତୀୟ ବିମାନଗୁଡିକ (ସିଧାସଳଖ) : ଠାରୁ/କୁ : କଲମ୍ବୋ, ମାଳଦ୍ୱୀପ, ଦୁବାଇ, ସାରଜା, ବାହାରିନ୍,  ଦୋହା, ରସ୍-ଅଲ୍- ଖାଇମା, କୁଏତ୍, ରିଆଦ, ଫୁଜାଇରା, ସିଙ୍ଗାପୁର

କୋଚିନ୍‌ ଆନ୍ତର୍ଜାତୀୟ ବିମାନ ବନ୍ଦର (CIAL), ନେଦୁମ୍ବାସେରି ଟେଲିଫୋନ୍: + 91 484 2610113

  • ଘରୋଇ ବିମାନ (ସିଧାସଳଖ) : ଠାରୁ/କୁ : ମୁମ୍ବାଇ, ଚେନ୍ନାଇ, ଗୋଆ, ଅଗଥି, ବାଙ୍ଗାଲୋର
  • ଆନ୍ତର୍ଜାତୀୟ ବିମାନଗୁଡିକ(ସିଧାସଳଖ) : ଠାରୁ/କୁ : ସାରଜା, ଦୁବାଇ, ଆବୁଧାବି, ଦହରନ୍, ବାହାରିନ୍, ରିଆଦ, ମସ୍କଟ୍

କାଲିକଟ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, କରିପୁର ଟେଲିଫୋନ : +91 483 2710100

  • ଘରୋଇ ବିମାନଗୁଡିକ (ସିଧାସଳଖ) : ଠାରୁ/କୁ : ମୁମ୍ବାଇ, ଚେନ୍ନାଇ, କୋଇମ୍ବାଟୁର
  • ଆନ୍ତର୍ଜାତୀୟ ବିମାନଗୁଡିକ (ସିଧାସଳଖ): ଠାରୁ/କୁ: ସାରଜା, ବାହାରିନ୍,  ଦୁବାଇ, ଦୋହା, ରସ୍-ଅଲ୍- ଖାଇମା, କୁଏତ୍, ରିଆଦ, ଫୁଜାଇରା,

ପୋଲିସ ହେଲ୍ପଲାଇନ

  • ରାଜପଥରେ ଯାତାୟତ ସମୟରେ + 91 98461 00100
  • ଟ୍ରେନରେ ଯାତାୟତ ସମୟରେ + 91 98462 00100
 
     

 



 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia