Trade Media
     

ଜୀବନର ଗୁଣବତ୍ତା

"ଏହି ବିକାଶଶୀଳ ରାଷ୍ଟ୍ରରେ କେରଳ ହେଉଛି ଏକ ବ୍ୟତିକ୍ରମ ଏକ ସ୍ଥାନ ଯାହାକି ଭବିଷ୍ୟତର ତୃତୀୟ ବିଶ୍ୱ ପାଇଁ ଆଶା ଓ ଆକାଂକ୍ଷା ସୃଷ୍ଟି କରେ...  ଯଦିଓ ଅଧିକାଂଶ ଅଂଚଳ ହେଉଛି ଧାନ କ୍ଷେତ, ସମତଳ ଭୂମି, ପରିସଂଖ୍ୟାନ ଦୃଷ୍ଟିରୁ କେରଳ ଅଦ୍ବୀତିୟ । ଏହାର ସାମାଜିକ ବିକାଶ ଏଭେରେଷ୍ଟ ଶୃଙ୍ଗ ସଦୃଶ ।... “ ବିଲ୍, ମାକିବେନ୍, ନ୍ୟାସନାଲ୍ ଜିଓଗ୍ରାଫିକ୍ ଟ୍ରାଭେଲର, ଅକ୍ଟୋବର 1999ରେ କହିଥିଲେ ।
 
ସମାଜ ମଙ୍ଗଳ ଓ ଜୀବନର ଗୁଣାତ୍ମକ ମାନ ଦୃଷ୍ଟିରୁ ଭାରତର ସର୍ବାଧିକ ଅଗ୍ରଗତି କରିଥିବା ରାଜ୍ୟଗୁଡିକ ମଧ୍ୟରୁ ଗୋଟିଏ ହେଉଛି କେରଳ । ଏହାର ବିପରୀତ ଭାରତର ଅବଶିଷ୍ଟ ଅଂଶ ଏବଂ ଅଧିକାଂଶ ନିମ୍ନ ଆୟ ବର୍ଗର ଦେଶଗୁଡିକରେ କେରଳୀମାନେ ପାଶ୍ଚାତ୍ୟ ଦେଶ ସହିତ ସମତୁଲ୍ୟ ସ୍ୱାସ୍ଥ୍ୟ ଓ ଜୀବନଧାରଣର ମାନର ଆନନ୍ଦ ନେଇଥାନ୍ତି । ଏହି ରାଜ୍ୟରେ ଭାରତର ସର୍ବୋଚ୍ଚ ସାକ୍ଷରତା ହାର, ସର୍ବାଧିକ ଆୟୁ ଏବଂ ସର୍ବନିମ୍ନ ଶିଶୁ ମୃତ୍ୟୁ ହାର ଦେଖାଯାଏ ।
 
କେରଳର ଲୋକେ, ସମାଜର ସମସ୍ତ ସ୍ତରରେ, ସେବା ଓ ସୁଯୋଗଗୁଡିକ ପାଇଁ ବେଶ୍ ଅଭିଗମ୍ୟତା ପାଇଥାନ୍ତି- ରାଜ୍ୟ ପରିଚାଳନାରେ ମଧ୍ୟ ଢ଼େର୍ ଭୂମିକା ଗ୍ରହଣ କରିଥାନ୍ତି । ଏହି ରାଜ୍ୟରେ ସହରୀକରଣ ହାର ସବୁଠାରୁ ଅଧିକ ଏବଂ ଏହା ଏହି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଭାରତର ଶ୍ରେଷ୍ଠ ଭାବରେ ମୂଲ୍ୟାଙ୍କିତ ହୋଇଛି ।


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia