Trade Media
     

ଦାୟିତ୍ୱଶୀଳ ପର୍ଯ୍ୟଟନ

ପର୍ଯ୍ୟଟନ ଉପରେ ଅନୁକୂଳ ପ୍ରଭାବ ପକାଇବା ଓ ପ୍ରତିକୂଳ ପ୍ରଭାବକୁ ସର୍ବନିମ୍ନ କରିବାର ଶ୍ରେଷ୍ଠ ଉପାୟକୁ ଦାୟିତ୍ୱଶୀଳ ପର୍ଯ୍ୟଟନ ବା ରେସପନସିବୁଲ୍ ଟୁରିଜିମ୍ (RT) ଆଜିକାଲି ସମଗ୍ର ବିଶ୍ୱରେ ବ୍ୟାପକ ପ୍ରାଧାନ୍ୟଲାଭ କରୁଅଛି । ଭାରତରେ ଏହି ରେସପନସିବୁଲ୍ ଟୁରିଜିମରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି କେରଳ । କୁମାରୋକମ୍ ହେଉଛି ରାଜ୍ୟର ସେହି ଅଂଚଳ ଯେଉଁଠାରେ ସଫଳତାର ସହ ଆରଟି RT ପ୍ରୟୋଗ କରାଯାଇପାରିଛି । ପର୍ଯ୍ୟଟନର ଏହି ସାମଗ୍ରୀକ ଉଦ୍ୟମ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କରୁଛି । ଏହି ଅଂଚଳର ସାଧାରଣ ଜନତା ଏବଂ ବାଣିଜ୍ୟ କାରବାର କ୍ଷେତ୍ରରେ ପର୍ଯ୍ୟଟନରୁ ସର୍ବୋଚ୍ଚ ସମ୍ଭବ ଲାଭ ମିଳୁଅଛି । ଏହା ଦ୍ୱାରା କୌଣସି ପାରିବେଶିକ ବା ସାମାଜିକ କ୍ଷତି ହେଉ ନାହିଁ । ସବୁଠାରୁ ଆଖିଦୃଶିଆ କଥା ହେଉଛି ଆରଟି RT ସାଧାରଣ ଜନତାମାନଙ୍କର ଜୀବନ ଧାରଣର ଅବସ୍ଥାରେ ଉନ୍ନତି ଆଣିଦେଇଛି । କୁମାରକୋମରେ ଏହି ସଫଳତା ଦେଖାଦେଖି ସଂପ୍ରତି ଆରଟି RT ରାଜ୍ୟ ବ୍ୟାପି ଅନ୍ୟ ପର୍ଯ୍ୟଟନ ସ୍ଥଳଗୁଡିକରେ ମଧ୍ୟ ପ୍ରୟୋଗ କରାଯାଇଛି ।

ରେସପନସିବୁଲ୍ ଟୁରିଜିମ୍ (ଦାୟିତ୍ୱଶୀଳ ପର୍ଯ୍ୟଟନ)- କେରଳର ଅଦ୍ୟତନ
କୁମାରକୋମ୍- କେରଳର ପ୍ରଥମ ଆରଟି(RT) ପରୀକ୍ଷଣ କ୍ଷେତ୍ର
ଦାୟିତ୍ୱଶୀଳ ପର୍ଯ୍ୟଟନ @  କୁମାରକୋମ୍
କୁମାରକୋମରେ ସାମାଜିକ ଦାୟିତ୍ୱ
ସମ୍ମିଳନୀ ମାଧ୍ୟମରେ ଦାୟିତ୍ୱଶୀଳ ପର୍ଯ୍ୟଟନ, କେରଳ ଘୋଷଣା


 

Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia