Trade Media
     

ଚିତାରି


ଅବସ୍ଥିତି: କାନ୍‌ହାଙ୍ଗଡ ଠାରୁ 5 କିଲୋମିଟର, କସରଗଡ଼ ଜିଲ୍ଲା, ଉତ୍ତର କେରଳ ।

ଆକର୍ଷଣ: ଏକ କ୍ଷୁଦ୍ର ଗ୍ରୀଷ୍ଣମଣ୍ଡଳୀୟ ଦ୍ୱୀପ, ଦ ଏମରାଲଡ ଲାଗୁନ । ବିସ୍ତୀର୍ଣ୍ଣ ବାଲୁକାମୟ ବେଳାଭୂମି ।

ସୁବଜ ଏବଂ ସୁନ୍ଦର, ଐତିହାସିକ ବେକାଲ୍ ଫୋର୍ଟ ଏବଂ ସମୁଦ୍ର କୂଳ ଦ୍ୱାରା ସାମାନ୍ୟ ପ୍ରଭାବିତ, ଏବେ ବି ଚିତାରି ଏକ କମ୍ ପରିଦର୍ଶିତ ସ୍ଥାନ । ଏହି ଦ୍ୱୀପକୁ କେବଳ ବୋଟ୍ ଦ୍ୱାରା ଯାଇହୁଏ, ବହୁ ସମୟରେ ସ୍ଥାନୀୟ ଲୋକେ କାଠ ଭେଳାରେ ଯିବା ଆସିବା କରିଥାନ୍ତି । ବେକାଲ୍ ପର୍ଯ୍ୟଟନ ପ୍ରକଳ୍ପର ଏକ ଅଂଶ, ଏହି ବ୍ୟାକ୍ୱାଟର କ୍ଷେତ୍ରରେ ବହୁ ବଡ଼ ପର୍ଯ୍ୟଟନ ସ୍ଥଳ ରହିଛି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କାନ୍‌ହାଙ୍ଗଡ଼, ପ୍ରାୟ 5 କିଲୋମିଟର
  • ନିକଟତମ ବିମାନ ବନ୍ଦର: ମାଙ୍ଗାଲୋର, ପ୍ରାୟ 50 କିଲୋମିଟର; କରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଜିକୋଡେ ପ୍ରାୟ 200 କିଲୋମିଟର


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia