Trade Media
     

ଭେଲାରିମାଲା ଏବଂ ଇରିଙ୍ଗାଲ


ସବୁଜିମାପୂର୍ଣ, ସୁନ୍ଦର ପ୍ରାକୃତିକ ଦୃଶ୍ୟ, ଅସଂଖ୍ୟ ଝରଣା, ବୁଦା ଓ ଜଳପ୍ରପାତ, ବେଲାରିମାଲାରେ ଆପଣ ଅସୀମ ତାଜା ପବନ ପାଇବେ । କାଞ୍ଜିରାପୁଜା ନଦୀର ଏକ ଉପନଦୀ ଚାଲିଆର ନଦୀ ପାହାଡ ପର୍ବତ ମଧ୍ୟ ଦେଇ ଗତି କରି ବିଭିନ୍ନ ଝରଣା ଓ ଜଳପ୍ରପାତର ରୂପ ନେଇଛି । ଏହି ସ୍ଥାନର ସୌନ୍ଦର୍ଯ୍ୟ ଓ ଗଠନ ପର୍ବତାରୋହୀଙ୍କ ପାଇଁ ସ୍ୱର୍ଗ ସଦୃଶ ହୋଇଥାଏ । ସବୁ ବୟସ ବର୍ଗର ଲୋକେ ଏଠାରେ ବଣଭୋଜି କରିବାକୁ ଭଲ ପାଇଥାନ୍ତି ।

ଇରିଙ୍ଗାଲ
କୁଞ୍ଜାଲି ମାରକାର, ଇରିଙ୍ଗାଲର ଭୂମିପୁତ୍ର ଜଣେ ବିଶ୍ୱସ୍ତ ଆଡମିରାଲ୍ ହୋଇଥିଲେ ଏବଂ ଜାମୋରିନର ରାଜୁତି କରିଥିଲେ ଓ ପର୍ତ୍ତୁଗିଜ୍ ଜାହାଜ କେରଳ ଉପକୂଳରେ ପହଂଚିବା ପାଇଁ ଉଦ୍ୟମକୁ ବ୍ୟର୍ଥ କରିବା ପାଇଁ ଚେଷ୍ଟା କରିଥିଲେ । ଏହି ବୀର ଯୋଦ୍ଧାଙ୍କର ଜନ୍ମସ୍ଥାନ ହେଉଛି ଜାମୋରିନ୍, ଯାହାକି ମୁରାଡି ନଦୀର ଦକ୍ଷିଣ କୂଳରେ ଅବସ୍ଥିତ । ଆଜିବି କେରଳୀ ଲୋକମାନେ ମାତୃଭୂମି ପାଇଁ ତାଙ୍କର ବୀରତ୍ୱ ଓ ବଳିଦାନକୁ ମନେପକାନ୍ତି ।

ପ୍ରତ୍ନତତ୍ୱ ବିଭାଗର ଲୋକେ ତାଙ୍କର ଜନ୍ମସ୍ଥାନର ସଂରକ୍ଷଣ ପାଇଁ ଉଦ୍ୟମ କରିଛନ୍ତି ଏବଂ କେରଳର ଏହି ବୀରପୁତ୍ରଙ୍କୁ ଆଗାମୀ ପୀଢ଼ିଙ୍କୁ ଏହି ବୀରପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ ସୁଯୋଗ ଦେଇଛନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ବଡ଼କରା
  • ନିକଟତମ ବିମାନ ବନ୍ଦର: କାରିପୁର ଆନ୍ତର୍ଜାତୀୟ ବିମାନ ବନ୍ଦର, କୋଝିକୋଡ କୋଝିକୋଡ ସହର ଠାରୁ ପ୍ରାୟ 23 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia