Trade Media
     

ଅଥିରାପଲି ଏବଂ ଭାଜଚଲ


ଅବସ୍ଥିତି: ତ୍ରିଶୁର ଠାରୁ ଅଥିରାପଲି 63 କିଲୋମିଟର ଏବଂ ତ୍ରିଶୁର ଠାରୁ ବଜଚଲ  68 କିଲୋମିଟର।

ଅଥିରାପଲି ଏବଂ ବଜଚଲ, ଦୁଇଟି ମନୋରମ ଓ ଲୋକପ୍ରିୟ ଜଳପ୍ରପାତ ଧାରେ ଧାରେ ରହିଛି ସୋଲାୟର ଜଂଗଲ, ଯାହାକି ମାତ୍ର 5 କିଲୋମିଟର ଦୂରରେ ଅବସ୍ଥିତ । ଅଥିରାପଲି ଝରଣା ଚଲକୁଡ୍ୟ ନଦୀରେ 80 ଫୁଟ୍ ତଳକୁ ଯାଇ ପଡ଼ିଅଛି । ବଜଚଲ ହେଉଛି ଚଲକୁଡି ନଦୀର ଏକ ଅଂଶ । ଉଭୟ ଜଳପ୍ରପାତର ଜଳ ଖୁବ୍ ଶୀତଳ ହୋଇଥାଏ । ଜଳର ଧୂମିଳ ପରିବେଶ ସୃଷ୍ଟି କରି ଘଂଚ ସବୁଜ ଜଂଗଲରେ ପାହାଡୀ ଉପତ୍ୟକାରୁ ଲମ୍ଫ ପ୍ରଦାନ କରିଥାଏ । ଏହା ଦର୍ଶକମାନଙ୍କୁ ଏକ ରୋମାଞ୍ଚକର ଅନୁଭବ ପ୍ରଦାନ କରିଥାଏ ।

ଏଠାରେ ପହଂଚିବା ପାଇଁ:
ଏକ ଭଲ ମୋଟରଯାନରେ ଯାତାୟତ କରି ହେବା ପରି ରାସ୍ତାରେ ବଜଚାଲରୁ ଏବଂ ଆଥିରାପଲିକୁ କୋଚି କିମ୍ବା ତ୍ରିଶୁରରୁ ଆପଣ ଯାଇପାରିବେ ।
  • ନିକଟତମ ରେଳ ଷ୍ଟେସନ: ଚଲକୁଡି, ପ୍ରାୟ 30 କି.ମି. ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia