Trade Media
     

ପେରୁନ୍ଥେନାରୁବି ଝରଣାଗୁଡିକ

(ବାଚୁଚିରା ବାଟ ଦେଇ ପଥନାମଥିଟା ଠାରୁ 36 କିଲୋମିଟର) ଏହି ପେରୁନ୍ଥେନାରୁବି ଜଳପ୍ରପାତ ପାମ୍ବା ନଦୀ ତୀରରେ ଏରୁମମେଲି ଠାରୁ 10 କିଲୋମିଟର ଦୂରରେ ଅବସ୍ଥିତ । ଏହା ହେଉଛି ଏକ ପ୍ରାକୃତିକ ଝରଣା, ଯାହାକି ପଥର ମଧ୍ୟ ଦେଇ 100 ଫୁଟ୍ ଗଭୀରରୁ ଫୁଟି ଉଠିଛି । ଏହି ସ୍ଥାନରେ ବୁଲିବାକୁ ଭଲ ଲାଗେ । ଏହା ହେଉଛି ଏକ ଲୋକପ୍ରିୟ ବଣଭୋଜି ସ୍ଥାନ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia