Trade Media
     

ଥିରୁବାଲମ୍

(ତିରୁବନନ୍ତପୁରମରୁ 10 କିଲୋମିଟର)

ଏହି ସୁନ୍ଦର ବିସ୍ତୀର୍ଣ୍ଣ ଜଳରାଶି, ଯାହାକି କୋବଲମ୍ ଦେଇ ଯାଇଛି, ଏହାର କାନୋରାଇଟ୍ସ, କାୟାକିଙ୍ଗ ଏବଂ କେଟୁବାଲମର କ୍ରୁଜ୍ ପାଇଁ ପ୍ରସିଦ୍ଧ । ଏଠାରେ ରହିଥିବା ବୋଟ୍ କ୍ଲବ୍ ନିକଟସ୍ଥ ପୋଜିକାରା ଏବଂ ଏଡାୟାରାକୁ ପର୍ଯ୍ୟଟନର ଆୟୋଜନ କରିଥାଏ ଏବଂ ସେଠାରେ ଥିବା କତା ଉତ୍ପାଦନ ୟୁନିଟକୁ ମଧ୍ୟ ବୁଲାଇ ନେଇଥାଏ ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia