Trade Media
     

ଚେରାଇ ବେଳାଭୂମି


ଅବସ୍ଥିତି: ବାଇପିନ୍ ଦ୍ୱୀପ ନିକଟକୁ ନୌକାଯୋଗେ ଯାଇପାରିବେ। ଏରନାକୁଲମ୍‌ ଠାରୁ ଏହା ମାତ୍ର 30 କିଲୋମିଟର।
 
ଏହି ସୁନ୍ଦର ବେଳାଭୂମି ଧାରରେ ରହିଛି ବାଇପିନ୍ ଦ୍ୱୀପ। ସନ୍ତରଣ ପାଇଁ ଏକ ସୁନ୍ଦର ସ୍ଥାନ ପଶ୍ଚିମ ପାର୍ଶ୍ୱରେ ରହିଥିବା ସମୁଦ୍ର ଓ ପୂର୍ବପଟର ବ୍ୟାକ୍‌ୱାଟର୍‌ ପର୍ଯ୍ୟଟକମାନଙ୍କୁ ଏକ ସ୍ୱତନ୍ତ୍ର ଅନୁଭବ ଦେଇଥାଏ। କେରଳର କେବଳ ଏହି ସ୍ଥାନରେ ଏହା ଦେଖିବାକୁ ମିଳେ। ଘଞ୍ଚ ନଡ଼ିଆ ବଗିଚା ଏବଂ ଚାଇନିଜ୍‌ ଫିସିଂନେଟ୍‌ ଏହି ଜଳାଶୟବେଷ୍ଟିତ ଅଞ୍ଚଳକୁ ଅଧିକ ଆକର୍ଷଣୀୟ କରିଥାଏ।
 
ଏଠାରେ ପହଞ୍ଚିବା ପାଇଁ
  • ନିକଟତମ ରେଳଷ୍ଟେସନ: ଏରନାକୁଲମ୍ ଜଙ୍କସନ୍‌, ମୁଖ୍ୟ ବୋଟ୍‌ଜେଟି ଠାରୁ ପ୍ରାୟ 1 କିଲୋମିଟର।
  • ନିକଟତମ ବିମାନବନ୍ଦର: କୋଚିନ ଆନ୍ତର୍ଜାତିୟ ବିମାନବନ୍ଦର, ଏରନାକୁଲମ୍‌ ସହର ଠାରୁ ପ୍ରାୟ 20 କିଲୋମିଟର।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia