Trade Media
     

ରାଜମାଲା


ମୁନ୍ନାର ଠାରୁ 15 କିଲୋମିଟର ଦୂର, କେରଳର ପ୍ରସିଦ୍ଧ ଶୈଳନିବାସ ହେଉଛି ସୁନ୍ଦର ରାଜମାଳା । ନୀଳଗିରି ତହର (ହେମିଟ୍ରାଗାସ୍ ହାଇଲୋକ୍ରେସ୍) ର ପ୍ରାକୃତିକ ସ୍ଥାନ, ଏବାରିକୁଲମ୍- ରାଜମାଲା ଅଂଚଳରେ ବିଶ୍ୱର ତହର ଜନସଂଖ୍ୟାର ଅର୍ଦ୍ଧେକ ଦେଖିବାକୁ ମିଳେ । ଅନୁମାନ କରାଯାଏ ଯେ ସେମାନଙ୍କର ଜନସଂଖ୍ୟା ପ୍ରାୟ 1300 । କିନ୍ତୁ ତହର ହେଉଛନ୍ତି ରାଜମାଲା ପର୍ଯ୍ୟଟନର ଏକମାତ୍ର କାରଣ । ଏହି ପର୍ବତର ମନୋରମ ଦୃଶ୍ୟ ଆପଣଙ୍କ ମନ ଭିତରେ ସବୁଦିନ ପାଇଁ ଆଙ୍କି ହୋଇଯିବ ।

ମୁନ୍ନାର ଯାତ୍ରା କରିବା ପାଇଁ:
  • ରାଜପଥରେ: ମୁନ୍ନାର ଠାରୁ ଗୋଆର କେତେକ ପର୍ଯ୍ୟଟନ କେନ୍ଦ୍ରର ଦୂରତା: 930 କି.ମି., ଚେନ୍ନାଇ: 600 କି.ମି., ମାଲାମପୂଜା: 230 କି.ମି., କୋଡାଇକାନାଲ: 195 କି.ମି., କୁମାରକୋମ୍: 160 କି.ମି., ଟପ୍‌ଷ୍ଟେସନ: 34 କି.ମି., ଆନ୍ନାମୁଡି: 20 କି.ମି. ।
  • ନିକଟତମ ରେଳଷ୍ଟେସନ: କୋଟାୟମ ରେଳଷ୍ଟେସନ, 142 କିଲୋମିଟର ଦୂର ।
  • ନିକଟସ୍ଥ ବିମାନବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, 130 କିଲୋମିଟର ଦୂର ଏବଂ ଏହାର ପଡୋଶୀ ରାଜ୍ୟ ତାମିଲନାଡୁ ମଦୁରାଇ ବିମାନ ବନ୍ଦର, 142 କିଲୋମିଟର ଦୂର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia