Trade Media
     

ପୋନମୁଡି


ସ୍ଥାନ: ଦକ୍ଷିଣ କେରଳର ତିରୁବନନ୍ତପୁରମ୍ ସହର ଠାରୁ ପ୍ରାୟ 61 କିଲୋମିଟର ଦୂର ।

ଅକ୍ଷାଂଶ: ସମୁଦ୍ର ସ୍ତର ଠାରୁ 915 ମିଟର ଉର୍ଦ୍ଧ୍ୱରେ

ଏହା ତିରୁବନନ୍ତପୁରମ୍ ପୋନମୁଡି ଠାରୁ ଅଳ୍ପ ଦୂରରେ ଯାତାୟତ କରି ଯାଇ ହେଉଥିବା ସ୍ଥାନ । ଏହା ଚାରିପଟେ ଅଣଓସାରିଆ ରାସ୍ତାରେ ରହିଛି ଅନେକ ହିଲ୍ ରିସର୍ଟ, ଶାନ୍ତ, ଶୀତଳ ସବୁଜିମାଭରା ପରିବେଶ । ପାହାଡି ଫୁଲପତ୍ରର ସୁନ୍ଦର ପରିବେଶ, ସ୍ୱତନ୍ତ୍ର ପ୍ରଜାପତି ଓ ଛୋଟ ଛୋଟ ଉପନଦୀ ପୋନମୁଡିକୁ ପର୍ବତାରୋହଣ ପାଇଁ ଏକ ଶ୍ରେଷ୍ଠ ସ୍ଥାନ ଭାବରେ ଉପସ୍ଥାପିତ କରିଛି । ଚା’ ବଗିଚା ଓ ସୁନ୍ଦର ଉପତ୍ୟକାଗୁଡିକ ମଧ୍ୟରେ ପୋନମୁଡିରେ କଟେଜ୍ ଓ ଡର୍ମିଟରି ରହିବା ସୁବିଧା ସହିତ ଦ୍ରୁତଗତିରେ ହିଲ୍ ରିସର୍ଟର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ତିରୁବନନ୍ତପୁରମ୍ ସେଣ୍ଟ୍ରାଲ, ପ୍ରାୟ 61 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ତିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାୟ 67 କିଲୋମିଟର ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia