Trade Media
     

ଭେମ୍ବାନାଡ ହ୍ରଦ, କୁମାରକୋମ୍


କୋଟାୟାମ (କୋଟାୟାମ ସହର ଠାରୁ 16 କିଲୋମିଟର)  ହେଉଛି ବିଶାଳ ନଦୀ ଏବଂ କେନାଲର ନେଟୱାର୍କ ଯାହାକି ବିଶାଳ ହ୍ରଦ ଭେମ୍ବାନାଡରେ ପଡିଛି । ଏହି ହ୍ରଦ, ଏକ ସୁନ୍ଦର ବଣଭୋଜି ସ୍ଥାନ ଏବଂ ଦ୍ରୁତ ବିକାଶଶୀଳ ଜଳରାଶି ପର୍ଯ୍ୟଟନ କ୍ଷେତ୍ର ଏଠାରେ ନୌଚାଳନା, ମାଛ ଧରିବା, ପ୍ରାକୃତିକ ଦୃଶ୍ୟ ଦେଖିବା ପରି ରୋମାଞ୍ଚକର ଅନୁଭୂତି ମିଳିଥାଏ । ଏହି କୁମାରକୋମ୍ ପର୍ଯ୍ୟଟନ ସ୍ଥାନରେ ହାଉସବୋଟ୍ କ୍ରୁଜ୍ ଏବଂ ହଲିଡେଜ୍ ପ୍ୟାକେଜ୍ ଦିଆଯାଉଛି । ଏହି ସୁନ୍ଦର ହ୍ରଦ ଓନାମ ସମୟରେ ଜଳରେ ସ୍ନେକ୍ ବୋଟ୍ ରେସ୍ ସହିତ ଜୀବନ୍ତ ହୋଇଉଠେ । ପ୍ରକୃତରେ ଓର୍ସମ୍ୟାନକୁ ଅନୁଧ୍ୟାନ କରିବା ବିସ୍ମୟକର ହୋଇଥାଏ । ଅତି କମରେ ଶହେ ନୌକା ଗୋଟିଏ ଧାଡ଼ିରେ ରହିଥାନ୍ତି, ଜଳ ମଧ୍ୟରେ ସମସ୍ତେ ଉଚ୍ଚ ସ୍ୱରରେ ଗୀତ ଗାଇ ନିଜ ତାଳରେ ଆଗକୁ ବଢ଼ିଥାନ୍ତି ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia