Trade Media
     

ଆରୁବିକୁଜି ଜଳପ୍ରପାତଗୁଡିକ

(କୋଟାୟମ ସହର ଠାରୁ 18 କିଲୋମିଟର) କୁମାରକୋମ ଠାରୁ ଏକ ମାଟି ରାସ୍ତାରେ 2 କିଲୋମିଟର ତଳକୁ ଗଲେ ଏହି ସୁନ୍ଦର ବଣଭୋଜି ସ୍ଥଳ ଦିଶେ । ସେଠାରେ ଦୁଗ୍ଧ ପରି ସ୍ୱଚ୍ଛ ଫେନିଳ ଜଳରାଶି ବହିଯାଉଥାଏ । 100 ଫୁଟ୍ ଉଚ୍ଚ ପାହାଡରୁ ତଳେ ପଡ଼ି ଏହି ଜଳପ୍ରପାତ ଗର୍ଜନ ଛାଡୁଥାଏ। ପର୍ଯ୍ୟଟକମାନେ ମଧ୍ୟ ଏଠାରେ ରବର ଉଦ୍ୟାନର ଛାଇର ଆନନ୍ଦ ନେଇଥାନ୍ତି ।


 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia