Trade Media
     

ଅଟୁଭେଲା ମହୋତ୍ସବମ୍


Event date:
ସ୍ଥାନ: ଏଲାଙ୍କାଭୁ ଭଗବତୀ ମନ୍ଦିର, ବାଦାୟାର, ବାଇକମ୍ ଠାରୁ 3 କିଲୋମିଟର ।

ଏହି ଆଟୁଭେଲା ମହୋତ୍ସବମ୍ ହେଉଛି ଏକ ଜଳ କାର୍ଣ୍ଣିଭାଲ୍ । କିମ୍ବଦନ୍ତୀ ଅନୁଯାୟୀ ଏହା ହେଉଛି ଦେବୀ କୁଡୁଙ୍ଗଲୁଙ୍କ ସ୍ୱାଗତ ଉତ୍ସବ ଯେ କି ତାଙ୍କର ଭଉଣୀ ଦେବୀ ଏଲାମକାବୁଙ୍କ ଘରକୁ ବୁଲି ଆସିଥାନ୍ତି । ଏହି ଦେବୀ ଭଗବତୀ ହେଉଛନ୍ତି ଏହି ଛୋଟିଆ ସହରରର ଆରାଧ୍ୟ ଦେବୀ। ଦୁଇ ଦିନିଆ ଆଟୁଭେଲା ଉତ୍ସବ ସମୟରେ ସୁନ୍ଦର ଭାବରେ ଆଲୋକିତ କରାଯାଇଥିବା ଡଙ୍ଗାଗୁଡିକରେ ମନ୍ଦିରର ଏକ ବିଶାଳ ପ୍ରତିକୃତି ଧାରଣ କରି ପାଣିରେ ପ୍ରବାହିତ କରିଦିଆଯାଏ । ଛୋଟ ଛୋଟ ସଜ୍ଜିତ କାନୋସ ଏବଂ ମନ୍ଦିରର ଘଣ୍ଟଘଣ୍ଟା ସଂଗୀତରେ ଏହି ଉତ୍ସବ ମୁଖରିତ ହୋଇଉଠେ । ଏହି କାନୋଗୁଡିକ(ଡଙ୍ଗାଗୁଡିକ)ର ଶୋଭାଯାତ୍ରା ଅଟୁଭେଲାକଡ୍‌ଭୁ, ମନ୍ଦିର ଠାରୁ 2 କିଲୋମିଟର ଦୂରରୁ ଆରମ୍ଭ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଏର୍ଣ୍ଣାକୁଲମ୍, ପ୍ରାୟ 30 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 50 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia