Trade Media
     

ପାରିପାଲ୍ଲୀ ଗଜ ମେଳା


Event date:
ସ୍ଥାନ: କୋଡିମୋଟିଲ୍ ଭଗବତୀ ମନ୍ଦିର, ପାରିପାଲ୍ଲୀ, କୋଲମ୍ ଜିଲ୍ଲା ।

ଏହି ଉତ୍ସବ ଭଦ୍ରକାଳୀ- ଦେବୀଙ୍କର ସବୁଠାରୁ ଭୟଙ୍କର ରୂପ ପ୍ରତି ସମର୍ପିତ । ଏଠାରେ 50ଟି ହାତୀର ଶୋଭାଯାତ୍ରା- ଗଜମେଳା ହୋଇଥାଏ ଏବଂ ଶେଷ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: କୋଲମ୍, ପ୍ରାୟ 23 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର: ଥିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପାରିପାଲ୍ଲୀ ଠାରୁ ପ୍ରାୟ 48 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia