Trade Media
     

ଏଡାଥୁଆ ପେରୁନାଲ


Event date:
ସ୍ଥାନ: ସେଣ୍ଟ୍ ଜର୍ଜସ ଚର୍ଚ, ଏଡାଥୁଆ, ଆଲପୁଜା ଜିଲ୍ଲା ।

ଏହି ଏଡାଥୁଆ ଚର୍ଚ 1810 ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଏହା ହେଉଛି ପାମ୍ବା ନଦୀକୂଳରେ ଅବସ୍ଥିତ ଏକ ବିଶାଳ ଧର୍ମପୀଠ ଏବଂ ଏହା ସେଣ୍ଟ ଜର୍ଜଙ୍କ ପ୍ରତି ସମର୍ପିତ । ପେରୁନାଲ ବା ମହୋତ୍ସବ ସମୟରେ, ସେଣ୍ଟଙ୍କର ପ୍ରତିମୂର୍ତ୍ତିକୁ ସୁନାରେ ସଜାଇ ଶୋଭାଯାତ୍ରାରେ ବାସିଲିସାର କେନ୍ଦ୍ରରେ ଡାୟାସରେ ବସାଇବା ପାଇଁ ନିଆଯାଇଥାଏ । ପ୍ରତିଦିନ ଶୋଭାଯାତ୍ରା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସହିତ ଆଖି ଝଲସାଇବା ପରି ଆତସବାଜି ଆରମ୍ଭ ଦିନ ଓ ଶେଷ ହେବା ଦିନ ଆୟୋଜନ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଆଲପୁଜା, ପ୍ରାୟ 24 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଆଲପୁଜା ଠାରୁ 85 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia