Trade Media
     

ନେନମାରା ବଲାଙ୍ଗି ବେଲା


Event date:
ସ୍ଥାନ: ନେଲିକୁଲାଙ୍ଗାରା ଭଗବତୀ ମନ୍ଦିର, ନେନମାରା, ପଲକଡ ଜିଲ୍ଲା ।

ଏହି ନେନମାରା ବଲାଙ୍ଗିବେଲାକୁ ପ୍ରସିଦ୍ଧ ତ୍ରିଶୁର ପୁରମ୍ ପରେ ଦ୍ୱିତୀୟ ଶ୍ରେଷ୍ଠ ଉତ୍ସବ ଭାବରେ ବିଚାର କରାଯାଏ । ଏହି ଉତ୍ସବ ନେଲିକୁଲାଙ୍ଗାରା ଭଗବତୀଙ୍କ ପ୍ରତି ନେନମାରା ଏବଂ ବଲାଙ୍ଗି ଗ୍ରାମର ଏକ ମିଳିତ ଉଦ୍ୟମ ହୋଇଥାଏ । ବିଭିନ୍ନ ଲୋକକଳା ଯେପରି କି କୁମାଟି, କାରିବେଲା, ଆନ୍ଦିବେଲା, ପ୍ରଦର୍ଶନ, ଏବଂ ଅନ୍ୟାନ୍ୟ ମଧ୍ୟ ଏହି ସମୟରେ ପ୍ରଦର୍ଶିତ ହୋଇଥାଏ । ବେଲାର ଉଦ୍‌ଯାପନୀ ଦିବସରେ 30ଟି ସୁସଜ୍ଜିତ ତସ୍କର ଅତ୍ୟନ୍ତ ସାଜସଜ୍ଜାପୂର୍ଣ୍ଣ କାନୋପି ତଳେ ଏକାଠି ଠିଆ ହୋଇଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ପଲକଡ, ପ୍ରାୟ 40 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ପଡୋଶୀ ରାଜ୍ୟ ତାମିଲନାଡୁର କୋଇମ୍ବାଟୁର, ପଲକଡ ଠାରୁ ପ୍ରାୟ 55 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia