Trade Media
     

କାନାଥୁର ନାଲବାର ଭୁତସ୍ଥାନମ୍


Event date:
ସ୍ଥାନ: କାନାଥୁର ନାଲବାର ଭୁତସ୍ଥାନମ୍, କସରଗଡ଼ ଜିଲ୍ଲା

ଥେୟାମ୍ ହେଉଛି କେରଳର ରଂଗିନ୍ ପ୍ରାଚୀନତମ ଧାର୍ମିକ ନୃତ୍ୟଗୁଡିକ ମଧ୍ୟରୁ ଗୋଟିଏ । ଏହି ନୃତ୍ୟରେ ମାଇଁ ଏବଂ ସଂଗିତ ଓ ପ୍ରାଚୀନ ଆଦିବାସୀ ସଂସ୍କୃତିର ସ୍ୱାକ୍ଷର ପ୍ରତିଫଳିତ ହୋଇଥାଏ, ଯାହାକି ବୀର ପୂଜ୍ୟ ପୂଜା ଏବଂ ପୂର୍ବପୁରୁଷଙ୍କ ଆତ୍ମାର ପୂଜାକୁ ଗୁରୁତ୍ୱ ଦେବା ସହିତ ସଂଯୁକ୍ତ ହୋଇଥାଏ । ଥେୟାମର ଝଲକ, କନୁରର ଆକର୍ଷଣୀୟ ନୃତ୍ୟ ସହିତ ଚାମୁଡିଥେୟାମ, ବିଷ୍ଣୁମୂର୍ତ୍ତି ଥେୟାମ୍ ଏବଂ ଏହିପରି ଅନ୍ୟାନ୍ୟ ମଧ୍ୟ ଏହି ଉତ୍ସବରେ ରହିଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: କସରଗଡ, ପ୍ରାୟ 20 କି.ମି. ଦୂରରେ ।
  • ନିକଟତମ ବିମାନ ବନ୍ଦର:  ମାଙ୍ଗାଲୋର ଠାରୁ ପ୍ରାୟ 50 କି.ମି. ଦୂରରେ ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia