Trade Media
     

କାଞ୍ଜିରାମାତୋମ୍ କୋଡିକୁଟୁ


Event date:
ସ୍ଥାନ: କାଞ୍ଜିରାମାଟୋମ୍ ମସ୍‌ଜିଦ୍, ଏର୍ଣ୍ଣାକୁଲମ୍ ଜିଲ୍ଲା ।

ବିଶ୍ୱାସ କରାଯାଏ ଯେ କାଞ୍ଜିରାମାଟୋମ୍ ମସ୍‌ଜିଦ୍ ସେକ୍ ଫରିଦ୍‌ଉଦ୍ଦିନଙ୍କ ସ୍ମୃତିରେ ତିଆରି କରାଯାଇଛି। “କୋଡିକୁଟୁ” ଉତ୍ସବ ପ୍ରତିବର୍ଷ ଜାନୁଆରୀ 13ରୁ 14 ପର୍ଯ୍ୟନ୍ତ ପାଳନ କରାଯାଇଥାଏ । ଏହି ସମୟରେ ରାତିରେ “ଚନ୍ଦନକୁଡ଼ମ୍’ ବିଧି ଅନୁଷ୍ଠିତ ହୋଇଥାଏ, ତୀର୍ଥଯାତ୍ରୀମାନେ ଘୋରା ଯାଇଥିବା ଚନ୍ଦନରେ ଆବୃତ ମାଠିଆ ଧରି ଶୋଭାଯାତ୍ରାରେ ମସଜିଦ୍ ପର୍ଯ୍ୟନ୍ତ ଯାଇଥାନ୍ତି । ଏହି ଶୋଭାଯାତ୍ରାର ଅନ୍ୟତମ ଆକର୍ଷଣ ହୋଇଥାଏ ସୁସଜ୍ଜିତ ହାତୀ ଓ ଲୋକକଳା ପ୍ରଦର୍ଶନ । ପାରମ୍ପରିକ ଇସଲାମ୍ କଳାକୃତି ଯେପରି କି ଡୋଫୁମୁଟୁ ଏବଂ କୋଲକାଲି ମଧ୍ୟ ଉତ୍ସବ ସମୟରେ ମଞ୍ଚରେ ପରିବେଷଣ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଏର୍ଣ୍ଣାକୁଲମ୍, ପ୍ରାୟ 25 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର ପ୍ରାୟ 45 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia