Trade Media
     

ପାରୁମାଲା ପେରୁନାଲ୍


Event date:
ସ୍ଥାନ: ପେରୁମାଲା ଚର୍ଚ, ପଥନାମଥିଟା ଜିଲ୍ଲା ।

କେରଳର ମାଲାଙ୍କାର ଅର୍ଥୋଡକ୍ସ ଚର୍ଚର ସେଣ୍ଟ ଭାବରେ ଘୋଷିତ ବିସପ୍ ମାର ଗେଗୋରିସ୍ ମେଟ୍ରୋପୋଲିଟାନଙ୍କର ମୃତ୍ୟୁ ବାର୍ଷିକୀ ସ୍ମୃତିରେ ପାରୁମାଲା ପେରୁନାଲ୍ ବାର୍ଷିକ ମହୋତ୍ସବ ପେରୁମାଲା ଚର୍ଚରେ ଥିରୁଭାଲାରେ ଆୟୋଜିତ ହୋଇଥାଏ । ଏହି ବିସପଙ୍କୁ ଏହି ଚର୍ଚରେ ସମାଧି ଦିଆଯାଇଛି । ଓର୍ମା ପେରୁନାଲ୍ ଦିବସରେ କିମ୍ବା ସ୍ମୃତି ଉଦ୍ଦେଶ୍ୟରେ ମହୋତ୍ସବ, ସ୍ୱତନ୍ତ୍ର ପ୍ରାର୍ଥନା ସହିତ ବିଭିନ୍ନ ବିଧି ପାଳିତ ହୋଇଥାଏ । ଏହି ସମୟରେ ମଧ୍ୟ ସମଗ୍ର ସହର ମଧ୍ୟ ଦେଇ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଥାଏ । ସମଗ୍ର ରାଜ୍ୟରୁ ଭକ୍ତମାନେ ଏଥିରେ ଯୋଗ ଦେଇଥାନ୍ତି ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଥରୁଭାଲା, ପ୍ରାୟ 11 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଥିରୁଭାଲା ଠାରୁ 105 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia