Trade Media
     

ମଲନାଡା କେଟୁକାଜୁଚା


Event date:
ସ୍ଥାନ: ପୋରୁବାଜି ମଲନାଡ ମନ୍ଦିର, ଅଦୂର, କୋଲମଜିଲ୍ଲା ।

ଏହି ମନ୍ଦିର ଯେଉଁଠାରେ ଏହି ଉତ୍ସବ ପାଳିତ ହୁଏ ତାହାର ସ୍ୱତନ୍ତ୍ରତା ହେଉଛି ଏହା କିମ୍ବଦନ୍ତୀ ମହାଭାରତର ନୀତିବାନ୍ ପାଣ୍ଡବମାନଙ୍କର ଶତ୍ରୁ ଦୁର୍ଯ୍ୟୋଧନଙ୍କ ପ୍ରତି ସମର୍ପିତ । ଏହା ବୋଧେ ସମଗ୍ର ଭାରତରେ ଏହି ପ୍ରକାରର ଏକମାତ୍ରା ମନ୍ଦିର ।

ଏହି ଉତ୍ସବର ବିଶେଷତ୍ୱ ହେଉଛି ଯେ ଏଥିରେ ବିଭିନ୍ନ ପ୍ରକାରର ଲୋକକଳା ପ୍ରଦର୍ଶନ, ଏକ କେଟୁକାଜଚା ଶୋଭାଯାତ୍ରା ଏବଂ କାଲା ବେଲା ଅନ୍ତର୍ଭୁକ୍ତ ହୋଇଥାଏ । ସୁସଜ୍ଜିତ ମନ୍ଦିର ରଥ ଏକ ଆକର୍ଷଣୀୟ ଦୃଶ୍ୟ ହୋଇଥାଏ ।

ଏଠାରେ ପହଂଚିବା ପାଇଁ:
ଚେଙ୍ଗାନୁର ଷ୍ଟେସନରୁ, ଆପଣ ସ୍ଥାନୀୟ ବସରେ ଅଦୂରକୁ (ପଥନାମଥିଟା ଜିଲ୍ଲାରେ) ବସ୍ ଟର୍ମିନସରୁ ଏକ ବସରେ ଯାଇପାରିବେ ଏବଂ ସେଠାରୁ ଆଉ ଏକ ବସ୍ କିମ୍ବା ଟ୍ୟାକ୍ସିରେ ମଲନାଡ ଯାଇପାରିବେ ।
  • ନିକଟତମ ରେଳଷ୍ଟେସନ:ଚେଙ୍ଗାନୁର, ମାଲାନାଡାଠାରୁ ପ୍ରାୟ 30 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ଥିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଅଦୂର ଠାରୁ ପ୍ରାୟ 92 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia