Trade Media
     

ନେହରୁ ଟ୍ରଫି ନୌଚାଳନା ପ୍ରତିଯୋଗିତା


Event date:
ସ୍ଥାନ: ପୁନ୍ନମଡା ବ୍ୟାକୱାଟର, ଆଲପୁଜା ଜିଲ୍ଲା ।

ନେହରୁ ଟ୍ରଫି ନୌଚାଳନା ପ୍ରତିଯୋଗିତା ହେଉଛି କେରଳର ବିସ୍ତୀର୍ଣ୍ଣ ଜଳରାଶିର ସବୁଠାରୁ ବଡ଼ କାର୍ଯ୍ୟକ୍ରମ । ଏହି ପ୍ରତିଯୋଗିତା ପ୍ରତି ମାସ ଅଗଷ୍ଟ ମାସର ଦ୍ୱିତୀୟ ଶନିବାର ଦିନ ଆୟୋଜନ କରାଯାଇଥାଏ । ଆକର୍ଷଣୀୟ ସ୍ନେକ୍ ବୋର୍ଟଗୁଡିକ ଏହି ଟ୍ରଫି ପାଇଁ ପ୍ରତିଯୋଗିତା କରିଥାନ୍ତି । ଏହି ଟ୍ରଫି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲ। ଏହି ଚୁଣ୍ଡାବୋଲମ୍ (ସ୍ନେକ୍ ବୋଟ୍) ଏବଂ ଦେଶୀ ଡଙ୍ଗା ନୌଚାଳନା ପ୍ରତିଯୋଗିତା ସହିତ ଏହି କାର୍ଯ୍ୟକ୍ରମରେ ଭବ୍ୟ ଜଳ ଶୋଭାଯାତ୍ରା, ଆକର୍ଷଣୀୟ ମେଢ଼ ଓ ସୁସଜ୍ଜିତ ନୌକାମାନ ଦେଖିବାକୁ ମିଳିଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଆଲପୁଜା, ପ୍ରାୟ 8 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 85 କି.ମି. ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia