Trade Media
     

ମଚଟୁ ମାମାଙ୍ଗାମ୍


Event date:
ସ୍ଥାନ: ମଚଟୁ ଥିରୁବାନିକାବୁ ମନ୍ଦିର, ବଡ଼କାନଚେରି, ତ୍ରିଶୁର ଜିଲ୍ଲା

ଏହି ମନ୍ଦିର,  ଦେବୀ ଭଗବତୀଙ୍କ ପ୍ରତି ସମର୍ପିତ, ଏହା ମହାନ ଆଡମ୍ବରର ସହ ବିଭିନ୍ନ ସାଜସଜ୍ଜା, ଶୋଭାଯାତ୍ରା ସହିତ ପାଞ୍ଚ ଦିନ ଧରି ପ୍ରସିଦ୍ଧ ମଚଟୁଭେଲା ଉତ୍ସବ ପାଳନ କରିଥାଏ । ଏହି ଉତ୍ସବର ମୁଖ୍ୟ ବିଧି ଶେଷ ଦିନ ଦେଖିବାକୁ ମିଳିଥାଏ । ସୁସଜ୍ଜିତ କୁଥିରାକୋଲାମ୍ (ଘୋଡାର ଚିତ୍ର) ଆଡମ୍ବରପୂର୍ଣ୍ଣ ଭାବରେ ଭକ୍ତମାନଙ୍କ ଦ୍ୱାରା ଏକ ଉପହାର ଭାବରେ ମନ୍ଦିରକୁ ଅଣାଯାଇଥାଏ । ଚେଣ୍ଡାମେଲାମ୍ (ପାରମ୍ପରିକ ବଜା ଯାଉଥିବା) ବାଦ୍ୟଯନ୍ତ୍ର ସହିତ ହାତୀମାନଙ୍କର ଶୋଭାଯାତ୍ରା ସନ୍ଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥାଏ । ଏହି ବିରଳ ଆଡମ୍ବରପୂର୍ଣ୍ଣ ଦୃଶ୍ୟ ସହିତ ଉତ୍ସବର ଆକର୍ଷଣ ବଢ଼ିଯାଇଥାଏ । ଏହି ଉତ୍ସବ ଦିନଗୁଡିକରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ:  ତ୍ରିଶୁର, ପ୍ରାୟ 2 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ତ୍ରିଶୁର ଠାରୁ ପ୍ରାୟ 58 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia