Trade Media
     

ଚମ୍ପାକୁଳମ୍ ନୌଚାଳନା ପ୍ରତିଯୋଗିତା


Event date:
ସ୍ଥାନ: ଚମ୍ପାକୁଲମ, ଆଲପୁଜା ଜିଲ୍ଲା

କେରଳରେ ନୌଚାଳନା ପ୍ରତିଯୋଗିତାର ଋତୁ ଚମ୍ପାକୁଳମ୍ ବଲମ୍ କାଲି ବା ନୌଚାଳନା ପ୍ରତିଯୋଗିତା ସହିତ ଆରମ୍ଭ ହୋଇଥାଏ, ଏହା ହେଉଛି ରାଜ୍ୟର ଅତ୍ୟନ୍ତ ଲୋକପ୍ରିୟ ନୌଚାଳନା ପ୍ରତିଯୋଗିତାଗୁଡିକ ମଧ୍ୟରୁ ଗୋଟିଏ । ଏହି ଆକର୍ଷଣୀୟ ଉତ୍ସବର ବିଶେଷତ୍ୱଗୁଡିକ ମଧ୍ୟରେ ରହିଛି । ଜଳରେ ଏକ ଭବ୍ୟ ଶୋଭାଯାତ୍ରା, ଆକର୍ଷଣୀୟ ଜଳମେଢ଼, ସୁସଜ୍ଜିତ ନୌକା ଏବଂ ଚୁଣ୍ଡାନାବୋଲମ୍ସ (ସ୍ନେକ୍ ବୋଟ) (ଏପରି କୁହାଯିବାର କାରଣ ହେଉଛି ଏହା ଦେଖିବାକୁ ସାପ ଫଣା ପରି ହୋଇଥାଏ) ପ୍ରତ୍ୟେକଟିର ଦୈର୍ଘ୍ୟ 100 ଫୁଟ୍ ହୋଇଥାଏ !

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଆଲପୁଜା, ପ୍ରାୟ 26 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  କୋଚିନ ଆନ୍ତର୍ଜାତୀୟ ବିମାନବନ୍ଦର, ପ୍ରାୟ 85 କି.ମି. ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia