Trade Media
     

କଳପଥି ରଥୋଲସଭମ


Event date:
ସ୍ଥାନ: ଶ୍ରୀ ବିଶ୍ୱନାଥ ସ୍ୱାମୀ ମନ୍ଦିର , କଳ୍ପତି, ପଲକଡ଼ ଜିଲ୍ଲା ।

ଏହି ବାର୍ଷିକ ରଥୋଲସଭମ କିମ୍ବା ରଥ ଉତ୍ସବ ଶ୍ରୀ ବିଶ୍ୱନାଥ ସ୍ୱାମୀ ମନ୍ଦିରରେ ପ୍ରଭୁ ବିଶ୍ୱନାଥ ବା ଶିବଙ୍କ ପ୍ରତି ସମର୍ପିତ ହୋଇଥାଏ । ଏହା ହେଉଛି କେରଳର ସବୁଠାରୁ ଆଖିଦୃଶିଆ ଉତ୍ସବ ମଧ୍ୟରୁ ଗୋଟିଏ । କଳ୍ପତି ହେଉଛି ପୂର୍ବକାଳର ତାମିଲ୍ ବ୍ରାହ୍ମଣମାନଙ୍କର ବାସସ୍ଥାନ । ଏହା ମଧ୍ୟ ଦକ୍ଷିଣ କାଶୀ ବା ଦକ୍ଷିଣର ବାରାଣାସୀ ଭାବରେ ଜଣାଶୁଣା। ପ୍ରଥମ ଚାରି ଦିନ ବେଦମନ୍ତ୍ର ଉଚ୍ଚାରଣ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଏହି ମନ୍ଦିର ପ୍ରାୟ 700 ବର୍ଷ ପୁରୁଣା । ଶେଷ ତିନି ଦିନରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହୋଇ ମନ୍ଦିରର ରଥକୁ ଦାଣ୍ଡରେ ଟାଣିଥାନ୍ତି । ଏହି ଭବ୍ୟ ଶୋଭାଯାତ୍ରାରେ ଜନସମୁଦ୍ରର ଭାବାବେଗ ଦର୍ଶକଙ୍କୁ ମୁଗ୍ଧ କରେ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ପଲକଡ଼, ପ୍ରାୟ 3 କିଲୋମିଟର ଦୂର ।
  • ନିକଟତମ ବିମାନ ବନ୍ଦର: ପଡୋଶୀ ରାଜ୍ୟ ତାମିଲନାଡୁର କୋଇମ୍ବାଟୁର, ପଲକଡ଼ ଠାରୁ ପ୍ରାୟ 55 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia