Trade Media
     

ନିଲମପେରୁର ପୁରମ୍ ପାଦାୟନୀ


Event date:
ସ୍ଥାନ: ନିଲମପେରୁରର ପାଲି ଭଗବତୀ ମନ୍ଦିର (ଆଲପୁଜା ଜିଲ୍ଲା) କୋଟାୟମ ଠାରୁ 16 କି.ମି. ଦୂରରେ ।

ମାଲାୟଲମ୍ ମାସ  ଚିଙ୍ଗମ୍ (ଅଗଷ୍ଟ/ ସେପ୍ଟେମ୍ବର) ଅନୁଯାୟୀ ପୁରମ୍ ଆଷ୍ଟେରିଜିମ୍, ଆଲପୁଜାର ନିଲମପେରୁ ଗ୍ରାମର ପଲ୍ଲି ଭଗବତୀ ମନ୍ଦିର ପରିସର ଆକର୍ଷଣୀୟ ପାଦାୟନୀ ଉତ୍ସବ ପାଇଁ ସଜ ହୋଇପାରେ । ଏହି ଉତ୍ସବ ବିଭିନ୍ନ ଢ଼ଙ୍ଗରେ ଦର୍ଶକଙ୍କୁ ମୁଗ୍ଧ କରିଥାଏ, ବିଶେଷ କରି ପ୍ରଥମ ଥର ଦେଖୁଥିବା ଦର୍ଶକ ଆତ୍ମବିସ୍ମୃତ ହୋଇପଡ଼ନ୍ତି ।

ପାଦାୟନୀର ଅର୍ଥ ସେନାବାହିନୀର ଧାଡ଼ି । ନିଲମପୁରାର ପାଦାୟନୀ କେରଳର ଅନ୍ୟ ଅଂଶରେ ଆୟୋଜିତ ପାଦାୟନୀ ଠାରୁ ଭିନ୍ନ ହୋଇଥାଏ । ଏଥିରେ ହଂସମାନଙ୍କର ବହୁ ସଂଖ୍ୟକ ଏଫିଜି ରହିଥାଏ । ଯାହାକୁ କି ସ୍ଥାନୀୟ ଭାଷାରେ ଅନମ କେଟୁ କୁହାଯାଏ । ରାତ୍ରି ସମୟରେ ବିଭିନ୍ନ ପୌରାଣିକ ଚରିତ୍ରଗୁଡିକର ପ୍ରତିକୃତି ଧରି ଏକ ରଂଗିନ୍ ଶୋଭାଯାତ୍ରା ମଧ୍ୟ ବାହାରିଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: କୋଟାୟମ, ପ୍ରାୟ 16 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ପ୍ରାୟ 76 କି.ମି. ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia