Trade Media
     

ପାୟିପାଦ ନୌଚାଳନା ପ୍ରତିଯୋଗିତା


Event date:
ସ୍ଥାନ: ପାୟିପାଦ ନଦୀ, ପାୟିପାଦ ନିକଟରେ, ଆଲପୁଜା ।

ଏହା ହେଉଛି ଦଳଗତ ମନୋଭାବର ବିଷୟ ଏବଂ ପାୟିପାଦ ନଦୀରେ ଏହି ଆୟୋଜିତ ଏହି ବାର୍ଷିକ ନୌଚାଳନା ପ୍ରତିଯୋଗିତା ବହୁ ସଂଖ୍ୟାରେ ଜନତାଙ୍କୁ ଆକୃଷ୍ଟ କରିଥାଏ । ଏଠାରେ ବେଗକୁ ଗୁରୁତ୍ୱ ଦିଆଯାଏ ନାହିଁ ଏବଂ ଦର୍ଶକମାନେ ଯେପରି ହର୍ଷ ଧ୍ୱନୀ କରି ନୌଚାଳକମାନଙ୍କୁ ଉତ୍ସାହିତ କରନ୍ତି ସଂପୂର୍ଣ୍ଣ ନୌଚାଳନାକୁ ଏହା ଅତ୍ୟନ୍ତ ମନମୁଗ୍ଧକର କରିଦିଏ ।

ଏହି କାର୍ଯ୍ୟକ୍ରମର ଆକର୍ଷଣଗୁଡିକ ମଧ୍ୟରେ ରହିଛି ସ୍ନେକ୍ ବୋଟ୍ ପ୍ରତିଯୋଗିତା, ଆକର୍ଷଣୀୟ ଜଳ ପିଜାଣ୍ଟ୍ ସହିତ ବିଭିନ୍ନ ମେଢ଼, ସୁସଜ୍ଜିତ ନୌକା ଏବଂ ବିଭିନ୍ନ ଲୋକକଳା ପ୍ରଦର୍ଶନ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ହରିପାଦ, ପ୍ରାୟ 5 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  କୋଚିନ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଆଲପୁଜା ଠାରୁ ପ୍ରାୟ 85 କି.ମି. ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia