|
|
|
|
|
|
|
|
|
|
ହେ ଉତ୍ସବ |
|
|
Event date:
ସାହିତ୍ୟ ଓ କଳାର ଏହି ହେ ଉତ୍ସବ- ବିଶ୍ୱର ବୃହତ୍ତମ ସାହିତ୍ୟ ଉତ୍ସବଗୁଡିକ ମଧ୍ୟରୁ ଗୋଟିଏ ଏହା କେରଳକୁ ସମୃଦ୍ଧ କରିବା ପାଇଁ ଆୟୋଜନ କରାଯାଉଛି ।
ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତିଲାଭ କରିଥିବା ଲେଖକବୃନ୍ଦ ଯେପରି କି ୱିଲିଅମ,ଡାଲରିମ୍ପଲ, ତିସାନି ଦୋସି, ମଣି ଶଙ୍କର ଆୟାର, ରୋଜି ବଏକଟ୍, ଗିଲିଆନ୍ କ୍ଲାର୍କ, ସୋନିଆ ଫାଲେରିଓ, ନମିତା ଗୋଖଲେ, ନିକ୍ ଗୋଇଙ୍ଗ, ସିଷ୍ଟର ଜେସମେ, ମାନୁ ଜୋସେଫ୍, ଏନ୍.ଏସ୍. ମାଧବନ୍, ଅନିତା ନାୟାର, କେ. ସଚ୍ଚିଦାନନ୍ଦନ, ସାଇମନ୍ ସ୍କାମା, ସି.ପି. ସୁରେନ୍ଦ୍ରନ, ଶଶି ଥରୁର, ତରୁନ ତେଜପାଲ୍ ଏବଂ ବହୁ ମାନ୍ୟ ମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଉତ୍ସବ ମୁଖରିତ ହୋଇ ଉଠିଥିଲା।
ଏହି ଉତ୍ସବର ବିଶେଷତ୍ୱ ହେଉଛି ଏହା କେବଳ ଏକ ସାହିତ୍ୟ ସମାରୋହ ନୁହେଁ ବରଂ ସଂଗୀତ ପ୍ରଦର୍ଶନ ଏବଂ ଚଳଚ୍ଚିତ୍ର ସମୀକ୍ଷାର ସମାହାର ମଧ୍ୟ । 1988 ମସିହାରେ ନର୍ମାନ୍ ଏବଂ ପିଟର ଫ୍ଲୋରେନ୍ସଙ୍କ ଦ୍ୱାରା ଏହି ଉତ୍ସବ ଆୟୋଜିତ ହୋଇଥିଲା, ଏହି ଉତ୍ସବର ଏକ ସମୃଦ୍ଧ ପରମ୍ପରା ରହିଛି । ଯାହାକି ଆଜିପର୍ଯ୍ୟନ୍ତ ବଜାୟ ରହିଛି । ଏହି ଉତ୍ସବ ବାର୍ଷିକ ଭାବରେ ହେ-ଅନ୍ ୱେ, ପୋୱେ, ୱାଲେସ ଠାରୁ ମେରୁ ଜୁନ୍ ପର୍ଯ୍ୟନ୍ତ ଆୟୋଜନ କରାଯାଇଥାଏ ।
|
|
|
|
|
|
|
|
|
|
|
|
|
|
|
|
|