Trade Media
     

ଅଦୂର ଗଜମେଳା


Event date:
ସ୍ଥାନ: ପାର୍ଥସାରଥୀ ମନ୍ଦିର, ଅଦୂର, (କେଏସଆରଟିସି ବସ୍ ଷ୍ଟାଣ୍ଡ୍ ନିକଟ, ଅଦୂର), ପଥନାମଥିଟା ଜିଲ୍ଲା

ଗଜମେଳା ବା ହାତୀ ଶୋଭାଯାତ୍ରା ହେଉଛି ଶ୍ରୀ ପାର୍ଥସାରଥୀ ମନ୍ଦିରର 10 ଦିନିଆ ବାର୍ଷିକ ଉତ୍ସବର ଶେଷ ଦିନର ବିଶେଷ ଆକର୍ଷଣ । ଏହି ଉତ୍ସବ ପ୍ରଭୁ ଶ୍ରୀକୃଷ୍ଣ, ଯେ କି ପାର୍ଥସାରଥୀ (ପାର୍ଥଙ୍କର ସାରଥୀ: ପାର୍ଥ (ଅର୍ଜ୍ଜୁନ) ହେଉଛନ୍ତି ରାଜପୁତ୍ର ପଞ୍ଚୁପାଣ୍ଡବମାନଙ୍କ ମଧ୍ୟରୁ ଜଣେ, ମହାନ୍ କିମ୍ବଦନ୍ତୀ ମହାଭାରତର ଜଣେ ବୀର ଯୋଦ୍ଧା) ଭାବରେ ଜଣାଶୁଣା, ତାଙ୍କ ପାଇଁ ସମର୍ପିତ । ନଅଟି ସୁନ୍ଦର ଭାବରେ ସୁସଜ୍ଜିତ ହାତୀ ଏହି ଆକର୍ଷଣୀୟ ଶୋଭାଯାତ୍ରାରେ ଭାଗ ନେଇଥାନ୍ତି ।

ସେଠାକୁ ଯିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଚେଙ୍ଗାନୁର, ପ୍ରାୟ 25 କିଲୋମିଟର ଦୂର ।
  • ନିକଟତମ ବିମାନବନ୍ଦର: ଥିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନବନ୍ଦର, ପ୍ରାୟ 92 କିଲୋମିଟର ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia