Trade Media
     

ଚିନାକାଠୂର ପୁରମ୍


Event date:
ସ୍ଥାନ: ଶ୍ରୀ ଚିନାକାଠୂର ଭଗବତୀ ମନ୍ଦିର, ପାଲାପୁରମ୍, ପଲକଡ ଜିଲ୍ଲା ।

ଶ୍ରୀ ଚିନାକାଠୂର ଭଗବତୀ ମନ୍ଦିରର ଏହି ଦିବସ ବ୍ୟାପୀ ପୁରମର  ବିଶେଷତ୍ୱ ହେଉଛି ସନ୍ଧ୍ୟା ସମୟରେ 33ଟି ସୁସଜ୍ଜିତ ହାତୀଙ୍କର ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା ।

ଏହି ସୁନ୍ଦର ଶୋଭାଯାତ୍ରାରେ ସାମିଲ ହୋଇଥାଏ ପାରମ୍ପରିକ ମନ୍ଦିର ବାଦ୍ୟ । 16ଟି ସୁସଜ୍ଜିତ କୁଠିରା (ଘୋଡା ଚିତ୍ର) ଏବଂ 8ଟି କଳସ ଷଣ୍ଢର ଚିତ୍ର) ମଧ୍ୟ ଭକ୍ତମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରାରେ ମନ୍ଦିରକୁ ଅଣାଯାଇଥାଏ । ବେଲାଠୁ, ପୁଥାନମ୍ ଥିରାୟମ୍, ଆନ୍ଦିବେଦାନ, କାରିବେଲା, କୁମ୍ଭମକାଲି(ମାଠିଆ ସହିତ ନାଚିବା) ଇତ୍ୟାଦି ବିଭିନ୍ନ ନୃତ୍ୟକଳା କଳା ପରିବେଷଣ କରାଯାଇଥାଏ । ଥୋଲପାଭାକୁଠୁ (ଛାୟା କଣ୍ଢେଇ ନାଚ) ପୁରମ ପୂର୍ବରୁ 17 ସନ୍ଧ୍ୟାରେ ଆୟୋଜନ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳଷ୍ଟେସନ: ଓଟାପାଲମ୍, ଧର୍ମପୀଠ ଠାରୁ ପ୍ରାୟ 5 କିଲୋମିଟର ।
  • ନିକଟତମ ବିମାନ ବନ୍ଦର: ପଡୋଶୀ ରାଜ୍ୟ ତାମିଲନାଡୁର କୋଇମ୍ବାଟୁର ଠାରୁ, ଧର୍ମପୀଠ ପ୍ରାୟ 85 କିଲୋମିଟର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia