Trade Media
     

କଡମନିତା ପାଦାୟନୀ


Event date:
ସ୍ଥାନ: କଡମନିତା ଦେବୀ ମନ୍ଦିର, ପଥନମଥିଟା ଜିଲ୍ଲା ।

କଡମନିତା ଦେବୀ ମନ୍ଦିରରେ ପାଦାୟନୀ ପ୍ରଦର୍ଶନ ପାଇଁ ପ୍ରସିଦ୍ଧ । ଏହି ପାଦାୟନୀ ହେଉଛି ଦେବୀ ମାଆଙ୍କୁ ରଂଗ, ଶକ୍ତି ଓ ଭକ୍ତି ଅର୍ପଣର ନୀତି । ଏହି ଉତ୍ସବ ପ୍ରତିବର୍ଷର ମାଲାୟଲମ୍ ମାସ ମେଡମ୍ (ମେଷ)ର ଦଶମ ଦିନ, ଯାହାକୁ କୁହାଯାଏ ପଥମୁଦାୟମରେ ପାଳନ କରାଯାଇଥାଏ ।

ଏଠାରେ ପହଂଚିବା ପାଇଁ:
  • ନିକଟତମ ରେଳ ଷ୍ଟେସନ: ଥିରୁବଲ୍ଲ, ପ୍ରାୟ 30 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  ଥିରୁବନନ୍ତପୁରମ୍ ଆନ୍ତର୍ଜାତୀୟ ବିମାନ ବନ୍ଦର, ଥିରୁବଲାରୁ ପ୍ରାୟ 105 କି.ମି. ଦୂର ।

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia