Trade Media
     

କୁଟିକୋଲ ଥାମ୍ପୁରାତି ଥେୟାମ


Event date:

ସ୍ଥାନ: କୁଟିକୋଲ ଥାମ୍ପୁରାତି ଭଗବତୀ ମନ୍ଦିର ଯାହାକି କସରଗଡ଼ର ଏରିନିପୂଜା ନିକଟସ୍ଥ କୁଟିଖୋଲରେ ରହିଛି ।

କୁଟିକୋଲ ଥାମ୍ପୁରାତି ଥେୟାମ୍ ଉତ୍ସବ ଯେଉଁଥିରେ ବିଭିନ୍ନ ମୁଖ୍ୟ ଥେୟାମଗୁଡିକ ପ୍ରଦର୍ଶିତ ହୋଇଥାଏ । ଏହା ଏକ ଦର୍ଶନୀୟ କାର୍ଯ୍ୟକ୍ରମ ହୋଇଥାଏ । ଏହି ଉତ୍ସବରେ ପ୍ରଦର୍ଶିତ କାରିଗରି ଓ ରଂଗର ଅଦ୍ଭୁତ ସମାହାର ଭୁଲି ହୁଏ ନାହିଁ ।

ଏଠାରେ ପହଂଚିବା ପାଇଁ:

  • ନିକଟତମ ରେଳ ଷ୍ଟେସନ: କସରଗଡ, ପ୍ରାୟ 28 କି.ମି. ଦୂରରେ
  • ନିକଟତମ ବିମାନ ବନ୍ଦର:  ମାଙ୍ଗାଲୋର ଠାରୁ ପ୍ରାୟ 50 କି.ମି. ଦୂରରେ

 
 
 
Photos
Photos
information
Souvenirs
 
     
Department of Tourism, Government of Kerala,
Park View, Thiruvananthapuram, Kerala, India - 695 033
Phone: +91-471-2321132 Fax: +91-471-2322279.

Tourist Information toll free No:1-800-425-4747
Tourist Alert Service No:9846300100
Email: info@keralatourism.org

All rights reserved © Kerala Tourism 1998. Copyright Terms of Use
Designed by Stark Communications, Hari & Das Design.
Developed & Maintained by Invis Multimedia